Русские видео

Сейчас в тренде

Иностранные видео


Скачать с ютуб ଗର୍ଭାବସ୍ଥାରେ ପାଦ ଫୁଲା, ଅଣ୍ଟା ବିନ୍ଧା | Guide to Healthy Pregnancy in Odia | Dr Swapnita Hota в хорошем качестве

ଗର୍ଭାବସ୍ଥାରେ ପାଦ ଫୁଲା, ଅଣ୍ଟା ବିନ୍ଧା | Guide to Healthy Pregnancy in Odia | Dr Swapnita Hota 1 год назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଗର୍ଭାବସ୍ଥାରେ ପାଦ ଫୁଲା, ଅଣ୍ଟା ବିନ୍ଧା | Guide to Healthy Pregnancy in Odia | Dr Swapnita Hota

#PregnancyCare #OdiaHealthTips ମାତୃତ୍ୱ ଭଗବାନଙ୍କର ଶ୍ରେଷ୍ଠ ଓ ସୁନ୍ଦରତମ ସୃଷ୍ଟି। ଏହି ସମୟରେ ମା’ ସୁସ୍ଥ ରହିଲେ ଗର୍ଭସ୍ଥ ଶିଶୁ ମଧ୍ୟ ସୁସ୍ଥ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଯତ୍ନ, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଆହାର ଓ ଆବଶ୍ୟକ ମୁତାବକ ପାଣି ପିଇବା ନିହାତି ଆବଶ୍ୟକ। ତେବେ ଗର୍ଭାବସ୍ଥାରେ କେତେକ ସମସ୍ୟା ହୋଇଥାଏ, ଯାହାର ସମାଧାନ ବିଷୟରେ କହିଛନ୍ତି ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍‌ନିତା ହୋତା, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଗର୍ଭାବସ୍ଥାରେ ହେଉଥିବା ଶାରୀରିକ ପରିବର୍ତ୍ତନ (0:00) ଗର୍ଭାବସ୍ଥାରେ କ’ଣ କ’ଣ ସମସ୍ୟା ହୋଇପାରେ? (1:09) ଗର୍ଭାବସ୍ଥାରେ ବାନ୍ତି ହେଲେ କ’ଣ ରହିଛି ଚିକିତ୍ସା? (3:08) ଗର୍ଭାବସ୍ଥାରେ ପାଦ ଫୁଲିଲେ କ’ଣ କରିବେ? (6:11) ଗର୍ଭାବସ୍ଥାରେ ଅଣ୍ଟା ବିନ୍ଧାରୁ କେମିତି ପାଇବେ ମୁକ୍ତି? (8:23) ଗର୍ଭାବସ୍ଥାରେ ଏହି ସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ (9:33) ଗର୍ଭାବସ୍ଥାରେ ନିଦ ନ ହେବାର କାରଣ (10:58) ଗର୍ଭାବସ୍ଥାରେ ସେକ୍ସ କେତେ ସୁରକ୍ଷିତ? (12:39) ଗର୍ଭାବସ୍ଥାରେ ଯାତ୍ରା କରିବା କେତେ ସୁରକ୍ଷିତ? (14:09) ଗର୍ଭାବସ୍ଥାରେ ଅତ୍ୟଧିକ ଓଜନକୁ ନିୟନ୍ତ୍ରଣ କରିବେ କିପରି? (14:56) Health care during pregnancy or Prenatal Care can help you to have a healthier baby. Therefore, during pregnancy, every woman must take care of herself, should have regular health check-ups, eat a balanced diet, and drink enough water, etc to have a healthy baby. What symptoms should not be ignored during Pregnancy? Let's know from Dr Swapnita Hota, an Obstetrician and Gynaecologist. In this Video, Physical changes during Pregnancy, in Odia (0:00) Health Problems during Pregnancy, in Odia (1:09) Nausea/ Vomiting during Pregnancy, in Odia (3:08) How to manage swelling during Pregnancy? in Odia (6:11) Tips to reduce Back Pain during Pregnancy, in Odia (8:23) What symptoms should not be ignored during Pregnancy? in Odia (9:33) Causes of Sleep Problems during Pregnancy, in Odia (10:58) Is it safe to have sex during Pregnancy? in Odia (12:39) Is it safe to travel during Pregnancy? in Odia (14:09) How to control weight during Pregnancy? in Odia (14:56) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments