Русские видео

Сейчас в тренде

Иностранные видео


Скачать с ютуб ଅଷ୍ଟିଓଆର୍ଥ୍ରାଇଟିସ୍‌: କାହିଁକି ହୁଏ? | Osteoarthritis: How to Treat? in Odia | Dr Sunil Kumar Dash в хорошем качестве

ଅଷ୍ଟିଓଆର୍ଥ୍ରାଇଟିସ୍‌: କାହିଁକି ହୁଏ? | Osteoarthritis: How to Treat? in Odia | Dr Sunil Kumar Dash 7 дней назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଅଷ୍ଟିଓଆର୍ଥ୍ରାଇଟିସ୍‌: କାହିଁକି ହୁଏ? | Osteoarthritis: How to Treat? in Odia | Dr Sunil Kumar Dash

#Osteoarthritis #OdiaHealthTips ସାଧାରଣତଃ ଅଷ୍ଟିଓ ଆର୍ଥ୍ରାଇଟିସ୍‌ ବା ଆଣ୍ଠୁଜନିତ ଗଣ୍ଠିବାତ ହେଉଛି ବୟସ ଜନିତ ସମସ୍ୟା। ହେଲେ ବର୍ତ୍ତମାନ ସମୟରେ ଆମ ଜୀବନଚର୍ଯ୍ୟା ଯୋଗୁଁ ମଧ୍ୟ ଏହି ସମସ୍ୟା ବଢ଼ିଚାଲିଛି। ପ୍ରାରମ୍ଭିକ ଅବସ୍ଥାରୁ ଏହାର ଚିକିତ୍ସା କରାଗଲେ ସର୍ଜରୀ ଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇପାରିବ। ଆସନ୍ତୁ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶଙ୍କଠାରୁ ଅଷ୍ଟିଓ ଆର୍ଥ୍ରାଇଟିସ୍‌ ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଅଷ୍ଟିଓ ଆର୍ଥ୍ରାଇଟିସ୍‌ କ'ଣ? (0:00) ଅଷ୍ଟିଓ ଆର୍ଥ୍ରାଇଟିସ୍‌ର କାରଣ (1:44) ମୋଟାପଣ ଅଷ୍ଟିଓ ଆର୍ଥ୍ରାଇଟିସ୍‌ର କାରଣ କି? (3:32) ଅଷ୍ଟିଓ ଆର୍ଥ୍ରାଇଟିସ୍‌ର ଲକ୍ଷଣ (4:10) ଅଷ୍ଟିଓ ଆର୍ଥ୍ରାଇଟିସ୍‌ର ଚିକିତ୍ସା (4:46) ସର୍ଜରୀର ଆବଶ୍ୟକତା କେତେବେଳେ ଦରକାର? (6:14) ସର୍ଜରୀ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ କେତେ ଦିନ ସମୟ ଲାଗେ? (9:06) ଅଷ୍ଟିଓ ଆର୍ଥ୍ରାଇଟିସ୍‌କୁ ରୋକିହେବ କି? (11:53) Osteoarthritis is a degenerative joint disease that affects the cartilage in the joints. In Osteoarthritis, the cartilage gradually wears away, leading to pain, swelling, and decreased joint flexibility. What causes Osteoarthritis? How to treat Osteoarthritis? Let's know more from Dr Sunil Kumar Dash, an Orthopaedic Surgeon In this Video, What is Osteoarthritis? in Odia (0:00) Causes of Osteoarthritis, in Odia (1:44) Is obesity the cause of Osteoarthritis? in Odia (3:32) Symptoms of Osteoarthritis, in Odia (4:10) Treatment of Osteoarthritis, in Odia (4:46) When is Osteoarthritis Surgery Recommended by Doctors? in Odia (6:14) How long does it take to recover from Osteoarthritis surgery? in Odia (9:06) Prevention of Osteoarthritis, in Odia (11:53) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments