Русские видео

Сейчас в тренде

Иностранные видео


Скачать с ютуб ଗର୍ଭାବସ୍ଥାରେ ଯତ୍ନ – କିପରି ନେବେ? | Dr Alakta Das on Pregnancy Care in Odia | Care & Treatment в хорошем качестве

ଗର୍ଭାବସ୍ଥାରେ ଯତ୍ନ – କିପରି ନେବେ? | Dr Alakta Das on Pregnancy Care in Odia | Care & Treatment 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଗର୍ଭାବସ୍ଥାରେ ଯତ୍ନ – କିପରି ନେବେ? | Dr Alakta Das on Pregnancy Care in Odia | Care & Treatment

#PregnancyCare #OdiaHealthTips #DoctorAdvice ମାତୃତ୍ୱ ଭଗବାନଙ୍କର ଶ୍ରେଷ୍ଠ ଓ ସୁନ୍ଦରତମ ସୃଷ୍ଟି। ଏହି ସମୟରେ ମା’ ସୁସ୍ଥ ରହିଲେ ଗର୍ଭସ୍ଥ ଶିଶୁ ମଧ୍ୟ ସୁସ୍ଥ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଯତ୍ନ, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଆହାର ଓ ଆବଶ୍ୟକ ମୁତାବକ ପାଣି ପିଇବା ନିହାତି ଆବଶ୍ୟକ। ତେବେ ଜଣେ ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ, ଗର୍ଭାବସ୍ଥାରେ ଏବଂ ପ୍ରସବ ପରେ କିଭଳି ନିଜର ଯତ୍ନ ନେବେ, ଆସନ୍ତୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସଙ୍କଠାରୁ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଗର୍ଭବତୀ ଥିବା ଜାଣିବେ କେମିତି? (0:00) ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ (1:21) ପ୍ରଥମ ତିନି ମାସରେ ଦେଖାଦେଉଥିବା ଲକ୍ଷଣ ଓ ଚିକିତ୍ସା (2:44) ଗର୍ଭାବସ୍ଥାରେ କ’ଣ ଖାଇବେ, କ’ଣ ନାହିଁ? (5:25) ଦ୍ୱିତୀୟ ତ୍ରୟମାସରେ ଯତ୍ନ (7:30) ତୃତୀୟ ତିନିମାସରେ କେମିତି ନେବେ ଯତ୍ନ? (13:05) ଗର୍ଭାବସ୍ଥାରେ କ’ଣ କରିବେ ନାହିଁ? (18:38) Motherhood is God's greatest and most beautiful creation. If the mother is healthy at this time, the fetus is also healthy. Therefore, during pregnancy, every woman must take care of herself, have regular health check-ups, eat a balanced diet, and drink enough water. For a safe mother and a healthy baby, a mother needs to take proper care of herself during pregnancy. How can a pregnant woman take care of her? When should a doctor be consulted? Find out more from Dr Alakta Das, a Gynaecologist. In this Video, How do you know if you're pregnant? (0:00) It is important to consult a doctor (1:21) Symptoms and treatment in the first three months (2:44) What to eat during pregnancy and what not? (5:25) Care in the second quarter (7:30) How to take care of the third trimester? (13:05) What not to do during pregnancy? (18:38) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments