У нас вы можете посмотреть бесплатно ସ୍ତନପାନର ସଠିକ ଉପାୟ | Breastfeeding Tips for New Mothers in Odia | Dr Smita Sarangi или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса savevideohd.ru
#Breastfeeding #OdiaHealthTips ସ୍ତନପାନ ଉଭୟ ମା’ ଓ ଶିଶୁ ପାଇଁ ଗୁରୁତ୍ୱପୂର୍ଣ୍ଣା ଏହା ଶିଶୁର ଶାରୀରିକ ତଥା ମାନସିକ ବୃଦ୍ଧି ପାଇଁ ବେଶ୍ ଜରୁରୀା ତେବେ ସ୍ତନପାନର ସଠିକ ପଦ୍ଧତି କେମିତି ହେବା ଦରକାର? ସ୍ତନପାନ ପୂର୍ବରୁ କେମିତି ପ୍ରସ୍ତୁତ ହେବା ଆବଶ୍ୟକ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଢ଼ଙ୍ଗୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବାା Breastfeeding is important for both the mother and the baby. It is essential for the physical and mental development of the baby. What are the do's and don'ts of breastfeeding? What to do before starting breastfeeding? Let's know more from Dr Smita Sarangi, an Obstetrician & Gynaecologist. Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!