Русские видео

Сейчас в тренде

Иностранные видео


Скачать с ютуб ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ – କେମିତି ନେବେ? | Dr Ranjit Kumar Joshi on Newborn Baby Care after Birth в хорошем качестве

ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ – କେମିତି ନେବେ? | Dr Ranjit Kumar Joshi on Newborn Baby Care after Birth 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ – କେମିତି ନେବେ? | Dr Ranjit Kumar Joshi on Newborn Baby Care after Birth

#NewbornBabyCare #DoctorAdvice #OdiaHealthTips ନବଜାତ ଶିଶୁର ଯତ୍ନ ଶିଶୁ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର। ସୁଷମ ଖାଦ୍ୟଠାରୁ ଆରମ୍ଭ କରି ଟିକାକରଣ ସଠିକ ସମୟରେ କରିବା ଦରକାର। ପ୍ରସବ ସର୍ବଦା ସ୍ବାସ୍ଥ୍ୟକେନ୍ଦ୍ରରେ କରିବା ଉଚିତ। ପ୍ରସବ ପରେ ନବଜାତ ଶିଶୁର ଯତ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେବେ କେମିତି ନେବେ ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ? ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ ଜାଣିବା ସବିଶେଷ ତଥ୍ୟ। ଏହି ଭିଡିଓରେ ରହିଛି, ନବଜାତ ଶିଶୁର କେମିତି ନେବେ ଯତ୍ନ? (0:00) ମା’ର କ୍ଷୀର ହେବ କେମିତି? (2:32) ନବଜାତ ଶିଶୁଙ୍କ ଜଣ୍ଡିସ୍ ରୋଗର ଚିକିତ୍ସା (5:59) ମା’ମାନେ କ’ଣ ଖାଇବା ଦରକାର? (8:27) ନବଜାତ ଶିଶୁଙ୍କୁ କେମିତି ଖାଇବାକୁ ଦେବେ? (9:30) ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ (11:36) ନବଜାତ ଶିଶୁକୁ ସଂକ୍ରମଣର ଭୟ (14:34) ଜନ୍ମ ପରେ ଶିଶୁକୁ କେଉଁ ଟିକା ଦେବେ? (17:14) ୬ ମାସ ପରେ ଶିଶୁକୁ କ’ଣ ଖାଇବାକୁ ଦେବେ? (19:30) ଶିଶୁ ଖାଉ ନଥିଲେ କ’ଣ କରିବେ? (21:45) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/how-to-take... The care of the newborn begins from the day the baby is in the mother’s womb. So the mother needs to take more care until the baby is born. Immunisation needs to be done at the right time, starting with a balanced diet. Delivery should always be done at the Health Centre. After childbirth, the care of a newborn baby is paramount. So how to take full care of a newborn baby? Let's find out more from paediatrician Dr Ranjit Kumar Joshi. In this Video, How to take care of a newborn baby? (0:00) How to increase breast milk in mother? (2:32) Treatment of jaundice in newborns (5:59) Proper diet for Mothers (8:27) How to feed a newborn baby? (9:30) Stay away from superstitions (11:36) Fear of infection in newborns (14:34) What vaccines will be given to a baby after birth? (17:14) What to feed the baby after 6 months? (19:30) What to do if the baby is not eating? (21:45) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Comments