Русские видео

Сейчас в тренде

Иностранные видео


Скачать с ютуб ଦୁହେଁ ଦୁହିଁକୁଁ ଦେଖି ନାଇଁ ପାରନ୍, ହେଲେ ଜନମ୍ ଜନମ୍ର ସାଥୀ ହେଇଛନ୍ ବରଗଡର ଇ ୨ ଝନ୍ в хорошем качестве

ଦୁହେଁ ଦୁହିଁକୁଁ ଦେଖି ନାଇଁ ପାରନ୍, ହେଲେ ଜନମ୍ ଜନମ୍ର ସାଥୀ ହେଇଛନ୍ ବରଗଡର ଇ ୨ ଝନ୍ 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଦୁହେଁ ଦୁହିଁକୁଁ ଦେଖି ନାଇଁ ପାରନ୍, ହେଲେ ଜନମ୍ ଜନମ୍ର ସାଥୀ ହେଇଛନ୍ ବରଗଡର ଇ ୨ ଝନ୍

କହେସନ୍ ମନ୍ ମିଶବାର୍ ଆଘୋନୁ ଆଏଁଖ୍ ମିଶସି । ହେଲେ ବରଗଡ ଡଡଙ୍ଗାପାଲି ଗାଁର୍ ୨ ଝନ ୍ ଅଜିତ୍ ଜାଲ ଆର୍ ସୁଷମା ଜାଲ ଦୁହେଁ ଦୁହିଁକୁଁ ଦେଖି ନାଇଁ ପାରନ୍ । ହେଲେ ଭଲ ପାଇକରି ବିହା ହେଇଛନ୍ । ସୁଖେ ଦୁକେ ତାକଁର୍ ସଂସାର ଆଗକେ ବଢୁଥିବାର୍ ବେଲକେ ସୁଷମା ଇହାଦେ ଗର୍ଭବତୀ । ବିହା ହେଲା ବେଲକେ ତାକଁର୍ ଘରର ଲୋକ୍ କିହେ ରାଜି ନାଇଁଥାଇର୍ , ହେଲେ ବି ସେମାନେ ବିହା ହେଲେ ଆର୍ ଇହାଦେ ଖୁସିନେ ଦିନ୍ କାଟୁଛନ୍ । ତ ଦୁହେଁ ଦୁହିଁକୁଁ ନେଇ କାଣା କହୁଛନ୍ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ । About Us! ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌ ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି ପହରା, ଆମର ଉଷତ୍ ଆନନ୍ଦର କଥାନୀ ଆମର ଭାଷାଥି, ଆମକୁ କହେବେ ଆମର ନନୀ ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି ପହରା, ଆମର କଥା, ତୁମର କଥା, ସମ୍‌କଁର କଥା ଆମର ସମିଆଁର ସବୁନୁ ସୁନ୍ଦର କଥା ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ ପହରା, ଆମର ଭାଷା, ଆମର ତୁଲସୀ ଚଅଁରା ଜୁହାର 🙏 Subscriber If you are watching this video on Youtube, Like our page if you are on Facebook and Stay Connected with Awesome Sambalpuri Videos! Contact Us:- [email protected] If you finds your content in our videos! Thanks & Regards www.Paharaa.com #ସମାଜ #ସଂସ୍କୃତି #ସମାଚାର

Comments