Русские видео

Сейчас в тренде

Иностранные видео


Скачать с ютуб ବରଗଡର ନିବାଶ ହରିପାଲକୁଁ କେନ୍ତା ମିଲଲା ବରଗଡିଆ ମିଥୁନ୍ ଟାଇଟଲ୍ ? в хорошем качестве

ବରଗଡର ନିବାଶ ହରିପାଲକୁଁ କେନ୍ତା ମିଲଲା ବରଗଡିଆ ମିଥୁନ୍ ଟାଇଟଲ୍ ? 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ବରଗଡର ନିବାଶ ହରିପାଲକୁଁ କେନ୍ତା ମିଲଲା ବରଗଡିଆ ମିଥୁନ୍ ଟାଇଟଲ୍ ?

କୁହୁଲି କୁହୁଲି ଜଲୁଛେ ନିଆଁ.... ଇ ଗୁଟେ ଗୀତ୍ ବରଗଡିଆ ମିଥୁନ ନାଁନେ ଜନାଶୁନା ନିବାଶ ହରିପାଲକୁଁ ସୋସିଆଲ ମିଡିଆନେ ବନେଇଦେଲା ସେନସେସନ୍ । ବନେ ଭାଇରାଲ ହେଲା ଇ ଗୀତ । ଆର୍ ଲୋକ୍ ବି ବଡା ପସନ୍ଦ କଲେ । ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀକଁର୍ ବଡ ଫ୍ୟାନ୍ ସେ । ତ ତାକଁର୍ ବାଗିର ଷ୍ଟାଇଲ କରି ବନେଇଥିଲେ ଗୀତ୍ ଯେନଟା ପୁରା ହିଟ୍ ହେଇଛେ । ତ ଆଜିର ଭିଡିଓନେ ଭେଟମା ବରଗଡିଆ ମିଥୁନକୁଁ ଆର ତାକଁରନୁ ଜାନମା ଏନ୍ତା ଗୁଟେ ଗୀତ ବନାବାର ଲାଗି ଲକଡାଉନ୍ ଭିତରେ ସେ କେନ୍ତା ଭାବଲେ... About Us! ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌ ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି ପହରା, ଆମର ଉଷତ୍ ଆନନ୍ଦର କଥାନୀ ଆମର ଭାଷାଥି, ଆମକୁ କହେବେ ଆମର ନନୀ ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି ପହରା, ଆମର କଥା, ତୁମର କଥା, ସମ୍‌କଁର କଥା ଆମର ସମିଆଁର ସବୁନୁ ସୁନ୍ଦର କଥା ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ ପହରା, ଆମର ଭାଷା, ଆମର ତୁଲସୀ ଚଅଁରା ଜୁହାର 🙏 Subscriber If you are watching this video on Youtube, Like our page if you are on Facebook and Stay Connected with Awesome Videos In Sambalpuri! Contact Us:- [email protected] If you finds your content in our videos! Thanks & Regards www.Paharaa.com #ସମାଜ #ସଂସ୍କୃତି #ସମାଚାର

Comments