Русские видео

Сейчас в тренде

Иностранные видео




Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଆମ ଚାଷ (62 ଅଧ୍ୟାୟ) | Aama Chaasa (Episode 62)

ଆମ ଚାଷ (62 ଅଧ୍ୟାୟ) | Aama Chaasa (Episode 62) Aama Chaasa is a TV magazine on Agriculture and allied activities being telecast on DD-Odia every Saturday at 6:30pm. The program is sponsored by the Department of Agriculture & Farmers' Empowerment, Government of Odisha, and produced by @Sankalp Tv , a leading media house based at Bhubaneswar. The objective of the program is to arouse aspirations among the youth through real-life success stories and take up new-age farming and Agri entrepreneurship as a sustainable career option. The program is divided into several segments to inform viewers on different Govt schemes, facilities, best practices, and stories on successful farmers / entrepreneurship in the field of Agriculture, Horticulture, Pisciculture, Animal Resources, and allied activities. 'ଆମ ଚାଷ' ହେଉଛି ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରାୟୋଜିତ ଏବଂ ଜଣାଶୁଣା ମିଡ଼ିଆ ସଂସ୍ଥା ସଂକଳ୍ପ ଟିଭି ପ୍ରସ୍ତୁତ ଏକ ସାପ୍ତାହିକ ଟିଭି କାର୍ଯ୍ୟକ୍ରମ l ଏହା ପ୍ରତି ଶନିବାର ସନ୍ଧ୍ୟା 6:30​​ ଟାରେ ଡ଼ିଡ଼ି-ଓଡ଼ିଆରେ ଏବେ ପ୍ରସାରିତ ହେଉଛି l ଚାଷବାସର ନୂଆ ନୂଆ କଥା ଏବଂ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପ୍ରାଣୀ ପାଳନ ଆଦିରେ ସଫଳତା ପାଇଥିବା ଚାଷୀ ଓ ଉଦ୍ୟୋଗୀ ମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ଜଣାଇ ଲୋକଙ୍କ ରୋଜଗାର ବୃଦ୍ଧି ସହ କୃଷି ପ୍ରତି ସବୁ ବର୍ଗର ଆଗ୍ରହ ସୃଷ୍ଟି ଆମର ଲକ୍ଷ୍ୟ l ଆପଣ ମଧ୍ୟ ଏ ଦିଗରେ ବିଭିନ୍ନ ଅଞ୍ଚଳର ପ୍ରେରଣାଦାୟୀ କାହାଣୀ ଓ ବ୍ୟକ୍ତିବିଶେଷଙ୍କ ବିଷୟରେ ଜଣାଇ ଆମକୁ ସହଯୋଗ କରିପାରିବେ l ଆମକୁ [email protected] ରେ ଆପଣ ଇ ମେଲ ପଠାଇଲେ ଆମେ ଆପଣଙ୍କ ସହ ଯୋଗାଯୋଗ କରିବୁ l ଧନ୍ୟବାଦ l ଆମ ସହ ଯୋଡି ହୋଇରହିବା ପାଇଁ ଆମ ସୋସିଆଲ ପ୍ରୋଫାଇଲ କୁ Like କିଂବା Follow କରନ୍ତୁ | #aamachaasa #sankalptv #agriculturenews Disclaimer : This YouTube channel is for education and information only. We do not guarantee for your income by using the ideas mentioned in this video. Your success depends on your skill, hard work, knowledge and sincerity. Despite all possible care taken for the inputs, we can't ensure the contents to be free from errors. You expressly agree to use this information at your will.

Comments