Русские видео

Сейчас в тренде

Иностранные видео


Скачать с ютуб ଆମ ଚାଷ (38 ଅଧ୍ୟାୟ ) | Aama Chaasa (38th Episode) в хорошем качестве

ଆମ ଚାଷ (38 ଅଧ୍ୟାୟ ) | Aama Chaasa (38th Episode) 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଆମ ଚାଷ (38 ଅଧ୍ୟାୟ ) | Aama Chaasa (38th Episode)

| ଆମ ଚାଷ (38 ଅଧ୍ୟାୟ ) | Aama Chaasa (38th Episode ) | Aama Chaasa is a TV magazine on Agriculture and allied activities being telecast on DD-Odia every Saturday at 6:30pm. The program is sponsored by the Department of Agriculture & Farmers' Empowerment, Government of Odisha, and produced by @Sankalp Tv, a leading media house based at Bhubaneswar. The objective of the program is to arouse aspirations among the youth through real-life success stories and take up new-age farming and Agri entrepreneurship as a sustainable career option. The program is divided into several segments to inform viewers on different Govt schemes, facilities, best practices, and stories on successful farmers / entrepreneurship in the field of Agriculture, Horticulture, Pisciculture, Animal Resources, and allied activities. 'ଆମ ଚାଷ' ହେଉଛି ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରାୟୋଜିତ ଏବଂ ଜଣାଶୁଣା ମିଡ଼ିଆ ସଂସ୍ଥା ସଂକଳ୍ପ ଟିଭି ପ୍ରସ୍ତୁତ ଏକ ସାପ୍ତାହିକ ଟିଭି କାର୍ଯ୍ୟକ୍ରମ l ଏହା ପ୍ରତି ଶନିବାର ସନ୍ଧ୍ୟା 6:30 ଟାରେ ଡ଼ିଡ଼ି-ଓଡ଼ିଆରେ ଏବେ ପ୍ରସାରିତ ହେଉଛି l ଚାଷବାସର ନୂଆ ନୂଆ କଥା ଏବଂ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପ୍ରାଣୀ ପାଳନ ଆଦିରେ ସଫଳତା ପାଇଥିବା ଚାଷୀ ଓ ଉଦ୍ୟୋଗୀ ମାନଙ୍କ କାର୍ଯ୍ୟଧାରା ସମ୍ପର୍କରେ ଜଣାଇ ଲୋକଙ୍କ ରୋଜଗାର ବୃଦ୍ଧି ସହ କୃଷି ପ୍ରତି ସବୁ ବର୍ଗର ଆଗ୍ରହ ସୃଷ୍ଟି ଆମର ଲକ୍ଷ୍ୟ l ଆପଣ ମଧ୍ୟ ଏ ଦିଗରେ ବିଭିନ୍ନ ଅଞ୍ଚଳର ପ୍ରେରଣାଦାୟୀ କାହାଣୀ ଓ ବ୍ୟକ୍ତିବିଶେଷଙ୍କ ବିଷୟରେ ଜଣାଇ ଆମକୁ ସହଯୋଗ କରିପାରିବେ l ଆମକୁ [email protected] ରେ ଆପଣ ଇ ମେଲ ପଠାଇଲେ ଆମେ ଆପଣଙ୍କ ସହ ଯୋଗାଯୋଗ କରିବୁ l ଧନ୍ୟବାଦ l ଆମ ସହ ଯୋଡି ହୋଇରହିବା ପାଇଁ ଆମ ସୋସିଆଲ ପ୍ରୋଫାଇଲ କୁ Like କିଂବା Follow କରନ୍ତୁ | Facebook -   / sankalptv   Twitter -   / sankalptv   Instagram -   / sankalp.tv   #SANKALPTV #AAMACHAASA

Comments