У нас вы можете посмотреть бесплатно ହେଡ୍ ଆଣ୍ଡ୍ ନେକ୍ କ୍ୟାନସର- କାରଣ, ଲକ୍ଷଣ, ଚିକିତ୍ସା |Dr Sanjib Kumar Mishra on Head & Neck Cancer in Odia или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса savevideohd.ru
ହେଡ୍ ଆଣ୍ଡ୍ ନେକ୍ କ୍ୟାନସର- କାରଣ, ଲକ୍ଷଣ, ଚିକିତ୍ସା | Dr Sanjib Kumar Mishra on Head & Neck Cancer in Odia ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ। କ୍ୟାନସର ବା କର୍କଟ ରୋଗ ଶରୀରର ପ୍ରାୟ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ। ମୁଣ୍ଡ ଏବଂ ଗଳା ମଧ୍ୟରେ ଥିବା ଅଙ୍ଗ ଯଥା ପାଟି, ଗଳା, ବେକ ଆଦିର ଯେକୌଣସି ସ୍ଥାନରେ କ୍ୟାନସର ହେଲେ ତାହା ହେଡ୍ ଆଣ୍ଡ୍ ନେକ୍ କ୍ୟାନସରରେ ଅନ୍ତର୍ଭୁକ୍ତ। ତେବେ ହେଡ୍ ଆଣ୍ଡ୍ ନେକ୍ କ୍ୟାନସର କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, କ୍ୟାନସର ବା କର୍କଟ ରୋଗ କ'ଣ? (0:00) ହେଡ୍ ଆଣ୍ଡ୍ ନେକ୍ କ୍ୟାନସର କ'ଣ? (1:07) ମୁଣ୍ଡ ଏବଂ ଗଳାରେ କ୍ୟାନସର ହେବାର କାରଣ କ'ଣ? (2:47) ହେଡ୍ ଆଣ୍ଡ୍ ନେକ୍ କ୍ୟାନସରର ଲକ୍ଷଣ (4:50) ପରୀକ୍ଷା ଦ୍ୱାରା ଏହି କ୍ୟାନସରକୁ ଚିହ୍ନିବା କେମିତି? (6:35) ହେଡ୍ ଆଣ୍ଡ୍ ନେକ୍ କ୍ୟାନସରର ଚିକିତ୍ସା (8:52) ରେଡ଼ିଓଥେରାପି କ'ଣ? (12:57) ହେଡ୍ ଆଣ୍ଡ୍ ନେକ୍ କ୍ୟାନସରର ନିରାକରଣ (17:26) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/head-and-ne... ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ। Dr. Sanjib Kumar Mishra is a well-known radiation oncologist in Odisha. He has deep experience in providing cancer care to patients. Dr. Mishra currently resides in Bhubaneswar. You can contact him on 9938668843. Cancer can occur in almost any part of the body. Head and neck cancers are diagnosed with cancer anywhere in the head and throat, such as the mouth, throat, and neck. Why head and neck cancers occur? Let's find out what oncologist Dr. Sanjeev Kumar Mishra, has to say about its symptoms, causes and treatment. In this video, What is cancer? (0:00) What is head and neck cancer? (1:07) What causes head and neck cancer? (2:47) Symptoms of head and neck cancer (4:50) How to diagnose this cancer by examination? (6:35) Head and neck cancer treatment (8:52) What is radiotherapy? (12:57) Head and neck cancer prevention (17:26) ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at https://www.swasthya.plus