Русские видео

Сейчас в тренде

Иностранные видео


Скачать с ютуб କ୍ୟାନସରର କାରଣ, ଏହାର ଲକ୍ଷଣ ଓ ଚିକିତ୍ସା | Dr. Sourav Kumar Mishra on Causes & Treatment of Cancer Odia в хорошем качестве

କ୍ୟାନସରର କାରଣ, ଏହାର ଲକ୍ଷଣ ଓ ଚିକିତ୍ସା | Dr. Sourav Kumar Mishra on Causes & Treatment of Cancer Odia 4 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



କ୍ୟାନସରର କାରଣ, ଏହାର ଲକ୍ଷଣ ଓ ଚିକିତ୍ସା | Dr. Sourav Kumar Mishra on Causes & Treatment of Cancer Odia

#CancerTreatment #DoctorAdvice #OdiaHealthTips Subscribe Now & Live a Healthy Life! କ୍ୟାନସର ଏକ ମାରାତ୍ମକ ରୋଗ। ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କ୍ୟାନସରର କାରଣ ପାଲଟେ। ସଠିକ ଓମୟରେ କ୍ୟାନସରକୁ ଚିହ୍ନଟ କରି ପାରିଲେ ଏହାର ଚିକିତ୍ସା ସମ୍ଭବ। ତେବେ କାହିଁକି ହେଉଛି କ୍ୟାନସର? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଡାକ୍ତର ସୌରଭ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, କର୍କଟ ରୋଗ ବା କ୍ୟାନସର କ'ଣ? (0:00) କ୍ୟାନସର ହେବାର କାରଣ କ'ଣ? (1:19) ବଂଶଗତ କାରଣ ଯୋଗୁଁ କ୍ୟାନସର (3:24) ସ୍କ୍ରିନିଂ କରିବା ଦରକାର (4:45) କ୍ୟାନସରର ଲକ୍ଷଣ (6:33) କ୍ୟାନସରର ଚିକିତ୍ସା (8:50) ସୁସ୍ଥ ଜୀବନଶୈଳୀ ସୁସ୍ଥ ଶରୀର (11:42) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/causes-symp... Cancer is a deadly disease. It takes the form of tumors as our body’s cells grow uncontrollably. Later, the tumor became the cause of cancer. Treatment of cancer is possible if the cancer is detected in the right time. So what are the causes of cancer? Let’s find out what Dr. Sourav Kumar Mishra has to say about its symptoms and treatment. In this video, What is cancer? (0:00) What causes cancer? (1:19) Cancer due to hereditary causes (3:24) It needs to be screened (4:45) Symptoms of cancer (6:33) Treatment of cancer (8:50) A healthy lifestyle is a healthy body (11:42) ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at https://www.swasthya.plus

Comments