Русские видео

Сейчас в тренде

Иностранные видео


Скачать с ютуб kalia ra ratha jadi chadhi janta 🙏 / Dipanjali / Dibyacomedy /odia Jagannath bhajan в хорошем качестве

kalia ra ratha jadi chadhi janta 🙏 / Dipanjali / Dibyacomedy /odia Jagannath bhajan 1 год назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



kalia ra ratha jadi chadhi janta 🙏 / Dipanjali / Dibyacomedy /odia Jagannath bhajan

kalia ra ratha jadi chadhi janta 🙏 / Dipanjali / Dibyacomedy /odia Jagannath bhajan #dibyacomedy #dipanjali #rathyatra #bhajan #akhimausi ଦୟାକରି ଭିଡିଓ ଟିକୁ share,like, comment କରନ୍ତୁ ଓ Dipanjali music YouTube channel କୁ subscribe କରନ୍ତୁ 🙏 ଭଜନ - କାଳିଆର ରଥ ଯଦି ଚଢିଯାଆନ୍ତା Singer, composer, lyrics - Dibyacomedy Arrange, mix, master - Pintu Das Recorded at PM Studio, Cuttack Special thanks to PK Prashant and Samir Edit - Dibyacomedy 🥰🥰🥰lyrics🥰🥰🥰 ଆଶା ଅଛି ଜୀବନରେ ଯିବି ମୁଁ ପୁରୀ ଦର୍ଶନ କରିବି ଶ୍ରୀଚକ୍ରଧାରୀ ତା ର ଡୋରି ଯଦି ଲାଗି ଯାନ୍ତା କାଳିଆର ରଥ ଯଦି ଚଢିଯାଆନ୍ତା ଜୀବ ମୋ ଉଦ୍ଧାର ହେଇ ଯାନ୍ତା (୨) *********************************** ରଥରେ ବସିଥିବ କଳା କହ୍ନେଇ ଲୁହ ବି ଝରୁଥିବ ତାକୁ ଅନେଇ (୨) ଏତେ ସୁଖ ଶାନ୍ତି ଯଦି ମିଳିଯାନ୍ତା (୨) କାଳିଆର ରଥ ଯଦି ଚଢିଯାଆନ୍ତା ଜୀବ ମୋ ଉଦ୍ଧାର ହେଇ ଯାନ୍ତା (୨) *********************************** ତା ରଥ ଦୌଡ଼ିକୁ ହାତ ରେ ଧରି ଟାଣିବି ତାକୁ ଥରେ ମୁଣ୍ଡିଆ ମାରି (୨) ସ୍ଵର୍ଗ ମିଳିଯିବ ମତେ ଯଦି ସିଏ ଚାହାଁନ୍ତା (୨) କାଳିଆର ରଥ ଯଦି ଚଢିଯାଆନ୍ତା ଜୀବ ମୋ ଉଦ୍ଧାର ହେଇ ଯାନ୍ତା (୨) $$$

Comments