Русские видео

Сейчас в тренде

Иностранные видео


Скачать с ютуб ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ 🙏 / Jaydev mishra / ରଥଯାତ୍ରା ଓଡ଼ିଆ ଭଜନ / dipanjali / Dibyacomedy в хорошем качестве

ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ 🙏 / Jaydev mishra / ରଥଯାତ୍ରା ଓଡ଼ିଆ ଭଜନ / dipanjali / Dibyacomedy 2 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ 🙏 / Jaydev mishra / ରଥଯାତ୍ରା ଓଡ଼ିଆ ଭଜନ / dipanjali / Dibyacomedy

#TumeAsimaAnantaHeJagannatha #akhimausi #dibyacomedy #dipanjali #odiasadsong #ଭଜନ #odiabhajan #ରଥଯାତ୍ରା #carfestival #jagannathdhampuri #dipanjalimusic Music & Singer - Jaydev Mishra Lyric - Jitendra Jena Dubbing & mastering -Anjan Bhai Producer - D Parida 💐💐💐💐💐💐💐💐 🙏🙏ଜୟ ଜଗନ୍ନାଥ 🙏🙏 Male:- ତୁମେ ଜାଣ ମୋ ଅତୀତ ବର୍ତ୍ତମାନ ଭବିଷ୍ୟତ.. ରଖିଥିବ ମୋ ଉପରେ ତୁମ ଆଶିଷ ର ହାତ.. ତୁମ ଚରଣେ କୋଟି ପ୍ରଣାମ ଧନ୍ୟ ତୁମର ଶ୍ରୀକ୍ଷେତ୍ର ଧାମ ତୁମ ପାଇଁ ହୃଦୟରୁ ଭକ୍ତି ଭାବ ଜାତ.. ଅସୀମ ଅନନ୍ତ ତୁମେ ଜଗନ୍ନାଥ ତୁମରି ଇଚ୍ଛା ରେ ମୁଁ ପରିଚାଳିତ..।।୦।। ୧ମ ଅନ୍ତରା 💐💐💐💐💐💐💐💐 Male:- କୋଉ ଜନମର କୋଉ ପୂଣ୍ୟ ବଳେ ମଣିଷ ଜନମ ଦେଲ..... କୋଉ ଉଦ୍ଦେଶ୍ୟରେ କୋଉ କାମ ପାଇଁ ଦୁନିଆ କୁ ପଠେଇଲ..... ତୁମ ଦର୍ଶନ ଯେବେ ମୁଁ ପାଏ ଆଖି ଲୁହରେ ତ ଭିଜିଯାଏ ଜଗନ୍ନାଥ ମୟ ଲାଗେ ମତେ ସେ ମୁହୂର୍ତ୍ତ.. ଅସୀମ ଅନନ୍ତ ତୁମେ ଜଗନ୍ନାଥ ତୁମ ଇଚ୍ଛା ରେ ମୁଁ ପରିଚାଳିତ....।।୧।। ୨ୟ ଅନ୍ତରା 💐💐💐💐💐💐💐💐 Male:- ମୋହ ମାୟା ଏଇ ସଂସାର ଭିତରେ ସୁଖଦୁଃଖ ଦୁଇ ଫଳ କେବେ ମିଳେ ସୁଖ କେବେ ମିଳେ ଦୁଃଖ ସବୁ ତ ତୁମରି ଖେଳ.. ତୁମେ ଭକତ ଭାବରେ ବନ୍ଧା ତୁମ ଚରଣେ ଭକତ ଛନ୍ଦା ଜଗତର ନାଥ ତୁମେ ଜାଣେ ଏ ଜଗତ.... ଅସୀମ ଅନନ୍ତ ତୁମେ ଜଗନ୍ନାଥ ତୁମ ଇଛା ରେ ମୁଁ ପରିଚାଳିତ...//୨// 💐💐💐💐💐💐💐💐 ✍✍

Comments