Русские видео

Сейчас в тренде

Иностранные видео


Скачать с ютуб ଗଳା ଦରଜ ହେଲେ କ’ଣ କରିବେ? | Sore Throat in Odia | Signs & Treatment | Dr Diptiman Baliarsingh в хорошем качестве

ଗଳା ଦରଜ ହେଲେ କ’ଣ କରିବେ? | Sore Throat in Odia | Signs & Treatment | Dr Diptiman Baliarsingh 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଗଳା ଦରଜ ହେଲେ କ’ଣ କରିବେ? | Sore Throat in Odia | Signs & Treatment | Dr Diptiman Baliarsingh

#SoreThroat #OdiaHealthTips ପ୍ରାୟ ଲୋକଙ୍କର ବିଭିନ୍ନ କାରଣ ଯୋଗୁଁ ଗଳା ଦରଜ ହୋଇଥାଏ। ଟନ୍‌ସିଲାଇଟିସ୍‌ ଥିଲେ କିମ୍ବା ଖରାରୁ ଆସି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ଗଳା ଦରଜ ସମସ୍ୟା ହୋଇଥାଏ। ତେବେ ବାରମ୍ବାର ଗଳା ଦରଜର କାରଣ କ’ଣ? ଏହାକୁ ରୋକିବେ କିପରି? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଶେଷଜ୍ଞ ଡାକ୍ତର ଦିପ୍ତୀମାନ ବଳିଆରସିଂ ଆସନ୍ତୁ ଜାଣିବା। Sore throats are caused by a variety of factors. It is characterized by pain while swallowing or irritation in the throat, and generally accompanies infections such as cold and flu. How to relieve sore throats? Can you prevent it? Let's know more from Dr Diptiman Baliarsingh, ENT Specialist. Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments