Русские видео

Сейчас в тренде

Иностранные видео


Скачать с ютуб ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia в хорошем качестве

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia 4 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

ପ୍ରତିଦିନ ଓଡିଶାର ଜଣାଶୁଣା ଡାକ୍ତରମାନଙ୍କର ପରାମର୍ଶ ସହିତ ନୂଆ ନୂଆ ଭିଡିଓ ଦେଖିବା ପାଇଁ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ! Get Notified of New Doctor Videos on WhatsApp: https://chat.whatsapp.com/K8trRRutjPp... ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଥାଇରଏଡ୍ ରୋଗ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳିଥାଏ। ଛୋଟ ପିଲାଙ୍କୁ ଥାଇରଏଡ୍ ରୋଗ ହେଲେ ଏହା ତାଙ୍କର ବିକାଶ ଉପରେ ପ୍ରଭାବ ପକାଏ। ତେବେ ଏହାର ଲକ୍ଷଣ ଜାଣିଲେ ସିନା ଚିକିତ୍ସା କରିବା। ଆସନ୍ତୁ ଜାଣିବା ଥାଇରଏଡ୍ ରୋଗର ପ୍ରକାର, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଡାକ୍ତର ଅଭୟ କୁମାର ସାହୁ କ'ଣ କହୁଛନ୍ତି। ଏହି ଭିଡ଼ିଓରେ ରହିଛି - ଥାଇରଏଡ୍ ରୋଗ କ'ଣ? (0:00) - ଥାଇରଏଡ୍ ରୋଗ କେତେ ପ୍ରକାରର? (0:40) - ଥାଇରଏଡ୍ ରୋଗର ଲକ୍ଷଣ (1:51) - ଥାଇରଏଡ୍ ରୋଗର ଚିକିତ୍ସା (5:24) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/dr-abhay-ku... A brief medical advice, in Odia language, on types, symptoms and treatment of thyroid, based on the interview with Professor Dr. Abhay Kumar Sahoo, Senior Consultant, Endocrinology. #ThyroidCare #DoctorAdvice #OdiaHealthTips -------------------------------- Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at https://www.swasthya.plus

Comments