Русские видео

Сейчас в тренде

Иностранные видео


Скачать с ютуб ସକାଳୁଆ ହାର୍ଟ ଆଟାକ୍: କ'ଣ କରିବେ? | What is Morning Heart Attack? in Odia | Symptoms | Dr Lingaraj Nath в хорошем качестве

ସକାଳୁଆ ହାର୍ଟ ଆଟାକ୍: କ'ଣ କରିବେ? | What is Morning Heart Attack? in Odia | Symptoms | Dr Lingaraj Nath 2 дня назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ସକାଳୁଆ ହାର୍ଟ ଆଟାକ୍: କ'ଣ କରିବେ? | What is Morning Heart Attack? in Odia | Symptoms | Dr Lingaraj Nath

#MorningHeartAttack #OdiaHealthTips ଆଜିକାଲି ହୃଦ୍‌ଘାତ ଏକ ସାଧାରଣ ରୋଗ ହୋଇଗଲାଣି। କିଶୋରଠୁ ଆରମ୍ଭ କରି ବୟସ୍କ ସଭିଙ୍କୁ ଏହି ରୋଗ ଗ୍ରାସ କରୁଛି। କିଏ ଚାଲିବା ବେଳେ ହୃଦ୍‌ଘାତର ଶିକାର ହେଉଛି ତ କିଏ ନାଚୁଥିବା ଅବସ୍ଥାରେ ଟଳି ପଡୁଛି, ଯାହା ବର୍ତ୍ତମାନ ସମୟ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପାନ ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ ହୃଦ୍‌ଘାତ ଆଶଙ୍କାକୁ ବୃଦ୍ଧି କରୁଛି। କେଉଁ ସମୟରେ ହୃଦ୍‌ଘାତ ହେବାର ଆଶଙ୍କା ରହିଛି? ସକାଳୁ ହୃଦ୍‌ଘାତର ଶିକାର ହେଲେ କ’ଣ କରିବେ? ଆସନ୍ତୁ, ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା । ଏହି ଭିଡିଓରେ ରହିଛି, ସକାଳୁ ହୃଦ୍‌ଘାତ ହେବା କେତେ ସାଧାରଣ? (0:00) ଅଚାନକ ହୃଦ୍‌ଘାତ ହେଲେ ଜାଣିବେ କେମିତି? (2:06) ହୃଦ୍‌ଘାତ ଚିକିତ୍ସା (4:50) ହୃଦ୍‌ଘାତକୁ ରୋକିବେ କିପରି? (7:23) ହୃଦ୍‌ଘାତ ସମ୍ବନ୍ଧୀୟ ଭ୍ରାନ୍ତ ଧାରଣା (9:19) A heart attack usually occurs when a blood clot blocks blood flow to the heart. A sedentary lifestyle, unhealthy diet, obesity, and lack of physical exercise are common risk factors for heart attacks. But what is Morning Heart Attack? What are the symptoms of Morning Heart Attack? Let’s know more from Dr Lingaraj Nath, an Interventional Cardiologist. In this Video, What is Morning Heart Attack? in Odia (0:00) First Aid for Heart Attack, in Odia (2:06) Diagnosis & Treatment of Heart Attack, in Odia (4:50) Prevention of Heart Attack, in Odia (7:23) Myths about Heart Attack, in Odia (9:19) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments