Русские видео

Сейчас в тренде

Иностранные видео


Скачать с ютуб ବୁଦ୍ଧିଆ ଭଜନ ।ସହିବା ଶକତି ଦିଅ ହେ ଠାକୁର କହିବାକୁ କର ମନା । ପ୍ରତ୍ୟେକ ୧୦ ଦିନରେ ଗୋଟିଏ ଭଜନ।ସନ୍ଧ୍ୟା ୬ଟା ୩୦ରେ в хорошем качестве

ବୁଦ୍ଧିଆ ଭଜନ ।ସହିବା ଶକତି ଦିଅ ହେ ଠାକୁର କହିବାକୁ କର ମନା । ପ୍ରତ୍ୟେକ ୧୦ ଦିନରେ ଗୋଟିଏ ଭଜନ।ସନ୍ଧ୍ୟା ୬ଟା ୩୦ରେ 4 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ବୁଦ୍ଧିଆ ଭଜନ ।ସହିବା ଶକତି ଦିଅ ହେ ଠାକୁର କହିବାକୁ କର ମନା । ପ୍ରତ୍ୟେକ ୧୦ ଦିନରେ ଗୋଟିଏ ଭଜନ।ସନ୍ଧ୍ୟା ୬ଟା ୩୦ରେ

ରଚନା - ବାବା ବୁଦ୍ଧନାଥ ଦାସ । ପୁସ୍ତକ - ଭକ୍ତି ତରଙ୍ଗ (ପ୍ରଥମ ଭାଗ) ପ୍ରକାଶକ - ଗୋବର୍ଦ୍ଧନ ପୀଠ ଗାରୋଇ ଆଶ୍ରମ । ସଙ୍ଗୀତ - ମାନସ ଦାଶ #ବୁଦ୍ଧିଆଭଜନ #Garoiashram channel category - nonprofits & activism . "Our channel do not claim any right over some of the images used in this video. All rights reserved to the respective copyright owners." ___________________________________________ Copyright@Shri Gobardhana Pitha Garoi Ashram 2020 Iligal & unauthorized use of this video is an offence as per copyright guidelines . ସହିବା ଶକତି ଦିଅ ହେ ଠାକୁର କହିବାକୁ କର ମନା । ସହିବା ଲୋକଟି ଦୁଃଖରେ ଡାକିଲେ ଟିକିଏ କଣେଇ ଅନା । ନୋହିଲେ ତୋ ବାନା କାହିଁକି ଉଡିବ ଏତିକି ମୋର କଳ୍ପନା । ତୁମେ ଭଲ ମନ୍ଦ ନିକିତି ଧରିଛ କିଏ କରିବ ତୁଳନା । ଚନ୍ଦ୍ର ସୂର୍ଯ୍ୟ ଦୁଇ ଆଖିତ ଦେଖୁଛି ଯାହା ହେଲାଣି ଯନ୍ତ୍ରଣା । ପଥର ହେବାକୁ ବଳ ଦିଅ ମୋତେ ପତର ଠାରୁ ମୁଁ ହୀନା । ଜୀଵ ଜଗତରୁ କର ମୋତେ ସାନ ଏତିକି ମୋର ଭାବନା । ତୋତେ ଚାହିଁ ଚାହିଁ ରାତି ପହିଲାଣି ପୁରିଲା ନାହିଁ ବାସନା । ସହିବା ଶକତି ଦିଅ ହେ ଠାକୁର କହିବାକୁ କର ମନା । ସହିବା ଲୋକଟି ଦୁଃଖରେ ଡାକିଲେ ଟିକିଏ କଣେଇ ଅନା । ଦେଖୁ ଦେଖୁ ମୁହିଁ ମିଥ୍ୟା ଟି ବଢୁଛି ସତ୍ୟ କୁ ମୋର ଭାବନା । ଗାଧୁଆ ତୁଠ ର ପଥର ହେଲାଣି ଆଖିରେ ମହଳ କନା । ତୋ ନୀଳ ଚକ୍ରରେ ସତ୍ୟ ସନାତନ ଉଡିବକି ସତେ ବାନା । ବୁଦ୍ଧନାଥ ଆଶା ତୋ ପାଦେ ଭରଷା ଜଗତେ ରହୁ ତୋ ନାଁ ।

Comments