Русские видео

Сейчас в тренде

Иностранные видео


Скачать с ютуб ହେ ବନଗିରି ହେ ଲତାଗିରି | He Banagiri He Latagiri - ଓଡ଼ିଶାର ଗୌରବ- ଛାନ୍ଦ | Shyamamani Pattnaik в хорошем качестве

ହେ ବନଗିରି ହେ ଲତାଗିରି | He Banagiri He Latagiri - ଓଡ଼ିଶାର ଗୌରବ- ଛାନ୍ଦ | Shyamamani Pattnaik 6 лет назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ହେ ବନଗିରି ହେ ଲତାଗିରି | He Banagiri He Latagiri - ଓଡ଼ିଶାର ଗୌରବ- ଛାନ୍ଦ | Shyamamani Pattnaik

ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ମାୟା କୁରଙ୍ଗୀ ଦେଖି ଲୋଭେ ହୋଇଲି ସୁଖୀ ମାୟା କୁରଙ୍ଗୀ ଦେଖି ଲୋଭେ ହୋଇଲି ସୁଖୀ କାନ୍ତ ବୋଇଲି ଶ୍ରଦ୍ଧା କରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ଶୁଣି ମୋର ଉତ୍ତର, ଧରି କୋଦଣ୍ଡ କର,ରାଘବ ଗଲେ ମୃଗ ମାରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ଲକ୍ଷ୍ମଣ ତ୍ରାହି ଶୁଣି,ତାଙ୍କୁ ପେଷିଲି ପୁଣି ଲକ୍ଷ୍ମଣ ତ୍ରାହି ଶୁଣି,ତାଙ୍କୁ ପେଷିଲି ପୁଣି ସେ ଗଲେ ମୋତେ କ୍ରୋଧ କରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ମୋତେ ଏକା ଦେଖିଣ, ଭିକ୍ଷା ମାଗି ରାବଣ ମୋତେ ଏକା ଦେଖିଣ, ଭିକ୍ଷା ମାଗି ରାବଣ ମାୟା ତପସ୍ୱୀ ରୂପ ଧରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ଧରି ମୋହର କର, ବସାଇ ରାହୁବର, ମୋତେ ନେଉଛି ଲଙ୍କାପୁରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି କହିବ ମୋ କାନ୍ତଙ୍କୁ ମାରିଣ ରାବଣକୁ କହିବ ମୋ କାନ୍ତଙ୍କୁ ମାରିଣ ରାବଣକୁ ମୋତେ ଆଣିବେ ବେଗ କରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ବୋଲେ ଦ୍ଵିଜ ଗୋପାଳ, ସୀତା ହୋଇ ଆକୁଳ ବୋଲେ ଦ୍ଵିଜ ଗୋପାଳ, ସୀତା ହୋଇ ଆକୁଳ କାନ୍ଦନ୍ତି ଶ୍ରୀରାମ ସୁମରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ହେ ବନଗିରି, ହେ ଲତାଗିରି, ମୋ କାନ୍ତ ଗଲେ ମୃଗମାରି ♪ Full Song Available on ♪ Gaana : JioSaavn : Wynk : Apple Music : Amazon Prime Music : iTunes : Spotify : YouTube Music : Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes Watch & Subscribe to our other YouTube Channels: 👉 Sidharth TV:    / sidharthtv    👉 Sidharth Music:    / sidharthmusic    👉 Sidharth Bhakti:    / sidharthbhakti   👉 Namita Agrawal :    / namitaagrawal    👉 Siddharth Bangla:    / siddharthbangla   👉 PuniThare:    / punitharesidharthmusic   👉 Full Jatra:    / fulljatra   👉 HookeHoo TV:    / hookehootv   👉 ODIAHD:    / odiahd   👉 World Music:    / worldmusicodia    👉 OdiaENews:    / odiaenewsofficial   👉 OdiaBhagabata:    / odiabhagabatasidharthmusic   👉 CharanaRamDas:    / charanaramdas   👉 JECassetteCompany:    / jecassettecompany   👉 SidharthSambalpuri :     / sidharthsambalpuri    👉 Sidharth Utsav:    / sidharthganga   👉 Sidharth Gold :    / sidharthgold    👉 BOBAL:    / bobalodia    👉 DCD:    / dcdodia    👉 BrokenHeart:     / brokenheartodia    Enjoy & stay connected with us! 👉 Like us on Facebook :   / sidharthmusicodia   👉 Follow us on Twitter :   / sidharth_tv   👉 Follow us on Instagram :   / sidharthtvofficial   #JE #SidharthMusic #SidharthBhakti #NamitaAgrawal #SitaramAgrawal

Comments