Русские видео

Сейчас в тренде

Иностранные видео


Скачать с ютуб ଓଡ଼ିଶାର କମ୍ପାନୀ ଦୁନିଆ ବଦଳେଇବ I From Odisha to World IOdisha is proud of them в хорошем качестве

ଓଡ଼ିଶାର କମ୍ପାନୀ ଦୁନିଆ ବଦଳେଇବ I From Odisha to World IOdisha is proud of them 2 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଓଡ଼ିଶାର କମ୍ପାନୀ ଦୁନିଆ ବଦଳେଇବ I From Odisha to World IOdisha is proud of them

ଓଡ଼ିଶାର ଏହି ଯୁଗାନ୍ତକାରୀ କମ୍ପାନୀ, ସାରା ଦୁନିଆ ରେ ପରିବର୍ତ୍ତନ ଆଣି ପାରିବ I ଏମିତି ଅନେକ ସ୍ଥାନ ଅଛି, ଯେଉଁଠିକୁ ଖାଦ୍ୟ ପଦାର୍ଥ, ଔଷଧ ଭଳି ଅନେକ ଦରକାରି ବସ୍ତୁ ପଠେଇବା ଭାରି କଷ୍ଟ ର କାମ I ସେଭଳି ସ୍ଥିତିରେ ଏହି କମ୍ପାନୀ ଅନେକ ଙ୍କ ସାହାଯ୍ୟ କରି ପାରିବ I ଆମ ପାଇଁ ଗର୍ବର କଥା ହେଲା ଯେ, ଓଡ଼ିଶାର ଏହି କମ୍ପାନୀ ଏବେ ଭାରତୀୟ ସେନା ପାଇଁ କାମ କରୁଛି I ଭାରତୀୟ ସେନା ପାଇଁ ଉନ୍ନତମାନ ର drones ତିଆରି କରୁଛନ୍ତି I ଆଗକୁ ବିଦେଶ ରେ ଯାଇ ଓଡିଶା ପାଇଁ ଆହୁରି ଖ୍ୟାତି ଅର୍ଜନ କରିବେ Bon v Aero. Born in Odisha, Bon V Aero is a brilliant start up. When the entire world was still struggling with small size drones, they made drones that can carry payloads upto 200 KG. This is realy path breaking. They are now solving the most pertenant problem of logistics in rough terrain and in extreme climate. This company is going to shine in the entire world and bring us more laurrel. 🚨We do not claim rights to any pictures displayed in this post. We respect your right to the creative work of yours. Kindly contact us for credit or removal of the pictures. Thank you in advance❤️ 🔴Pic source- pinterest & google *AI generated pictures have been used. Pictures are for representation purpose only. (Odisha, odia, bonv aero, start up, startup odisha, odia entrepreneurs, odisha start ups, odisha buisness, facts, inspiring, knowledge, odiasadhabapua) Follow Me On Instagram ⬇️⬇️⬇️ https://www.instagram.com/odia_sadhab...

Comments