Русские видео

Сейчас в тренде

Иностранные видео


Скачать с ютуб HUMANE SAGAR TOP 5 ODIA CHRISTIAN SONGS | HUMANE SAGAR NEW ODIA CHRISTIAN SONGS | AUDIO JUKE BOX в хорошем качестве

HUMANE SAGAR TOP 5 ODIA CHRISTIAN SONGS | HUMANE SAGAR NEW ODIA CHRISTIAN SONGS | AUDIO JUKE BOX 1 год назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



HUMANE SAGAR TOP 5 ODIA CHRISTIAN SONGS | HUMANE SAGAR NEW ODIA CHRISTIAN SONGS | AUDIO JUKE BOX

HUMANE SAGAR TOP 5 ODIA CHRISTIAN SONGS || HUMANE SAGAR NEW ODIA CHRISTIAN SONGS || AUDIO JUKEBOX || AMIT BADANAYAK ସମସ୍ତ ଶ୍ରୋତା ମଣ୍ଡଳୀକୁ AB MUSIC ତରଫରୁ ନମସ୍କାର । ଆପଣ ମାନଙ୍କୁ ସ୍ୱରୂପ ଉପହାର ଭେଟି ଦେଉଛୁ "Humane Sagar Top 5 Odia Christian Songs" ର ସମସ୍ତ ୫ ଟି ଗୀତ । ଗୀତ ଗୁଡ଼ିକ ଶୁଣନ୍ତୁ ଏବଂ ପ୍ରଭୁଙ୍କର ସାନିଧ୍ୟକୁ ଉପଲବ୍ଧି କରନ୍ତୁ। ଆଶା ରଖୁଛୁ ଏହି ନୂଆ ମନଛୁଆଁ ଗୀତ ଗୁଡ଼ିକ ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ଯେପରି ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord Song Credits : Song : ହେ ପ୍ରଭୁ Singer : Humane Sagar Lyrics & Music : Lucky Mishal Programming & Arrangement : Bapi Samal Song : ରେ ମନ Singer : Humane Sagar Lyrics & Music : Amit Badanayak Programming & Arrangement : Bapi Samal Song : କେତେବେଳେ ଚାଲିଯିବ ଜୀବନ Singer : Humane Sagar Lyrics & Music : Amit Badanayak Programming & Arrangement : Bapi Samal Song : ଶେଷ ଘଣ୍ଟି Singer : Humane Sagar Lyrics & Music : Amit Badanayak Programming & Arrangement : Bapi Samal Song : ହେ ପରମ ଈଶ୍ଵର Singer : Humane Sagar Lyrics & Music : Jeebaratna Badanayak Music Composition : Jeeten Karada Music Arrangement : Bapi Samal Full Lyrics ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର) ମୋତେ ଭୁଲିବନି ମୋତେ ଛାଡ଼ିବନି (୨ଥର) ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୨ଥର) ହେ ପ୍ରଭୁ ..... ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି (ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ)(୨ଥର) =୦= ହାରିଗଲି ମୁଁ ଥକିଗଲି ମୁଁ ଏଇ ଦୁନିଆରେ ପ୍ରଭୁ ଠକିଗଲି ମୁଁ ନାହିଁ କେ ସାହାରା ନାହିଁ କେ ଭରସା ତୁମ ବିନା ଦୁନିଆରେ ନାହିଁ କେ ଆସରା (୨ଥର) ତୁମ ବିନା ଦୁନିଆ ତ ଅଜଣା ଲାଗେ (୨ଥର) ହେ ପ୍ରଭୁ...... ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି (ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ) (୨ଥର) =୧= ପାପ ଭରା ଦୁନିଆରେ ନାହିଁ ମୋ କରୁଣା ଭରିଯାଏ ହୃଦେ ମୋର ଦୁଃଖ ଓ ଯାତନା ହେ ଜଗତ ଜୀବନ ଈଶ୍ୱର ନନ୍ଦନ ଢାଳିଦିଅ ତୁମରି ଆଶିଷ ଦାନ (୨ଥର) ମଧୁର ମନୋରମ ସେ ଯୀଶୁ ନାମ ସରଗୁ ହୋଇଛି ସେ ନାମ ପ୍ରଦାନ ହେ ପ୍ରଭୁ........ ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ (୪ଥର) =୨= Full Lyrics ରେ ମନ ଭାବିଯା ଥରେ ସେ କ୍ରୁଶ କଥା ରେ ପ୍ରାଣ ଶୁଣିଯା ଥରେ ସେ ପ୍ରେମ ଗାଥା ତୋର ପାପ ପାଇଁ ଯୀଶୁ କ୍ରୁଶ ବୋହି (୨ଥର) ସହିଥିଲେ କେତେ ବ୍ୟଥା..ହୋ..(୨ଥର) =୦= ବିନା ଦୋଷେ ଯୀଶୁଙ୍କୁ ତୁ ଦୋଷୀ ସଜାଇଲୁ କଣ୍ଟା ମୁକୁଟ ପିନ୍ଧାଇ କଅଣ ପାଇଲୁ ତାଙ୍କ କୋମଳ ଶରୀରେ ଆଘାତ ତୁ ଦେଲୁ ଯୀଶୁଙ୍କୁ କ୍ରୁଶେ ଝୁଲାଇ କି ଲାଭ ପାଇଲୁ ତୋ ମୁକତି ଲାଗି ଦୁଃଖ କଷ୍ଟ ଭୋଗି (୨ଥର) ନୁଆଁଇଲେ ନିଜ ମଥା..ହାଏ...(୨ଥର) =୧= ଜମା ଚିହ୍ନି ପାରିଲୁନି ଯୀଶୁଙ୍କ ପ୍ରେମକୁ ଟିକେ ବୁଝି ପାରିଲୁନି ତାଙ୍କରି ଦୟାକୁ ତଥାପି ସେ କ୍ଷମା ଦେଇ ତୋ ପାପ ଦୋଷକୁ ଚାହିଁ ବସିଛନ୍ତି ତୋର ଫେରିବା ବାଟକୁ ଫେରିଆ ଫେରିଆ ଛାଡ଼ି ମୋହ ମାୟା...(୨ଥର) ଉଦ୍ଧାରିବେ ତ୍ରାଣକର୍ତ୍ତା ..ହାଏ..(୨ଥର) =୨= Full Lyrics କେତେବେଳେ ଚାଲିଯିବ ଜୀବନ କେତେବେଳେ ଉଡ଼ିଯିବ ପରାଣ ଜୀବନ ଚାଲି ଯିବା ଆଗରୁ ପରାଣ ଉଡ଼ି ଯିବା ଆଗରୁ ଯୀଶୁ ପାଶେ ସମର୍ପିବା ଏ ଆତ୍ମା ମନ କେତେବେଳେ ଚାଲିଯିବ ଜୀବନ ....=୦= ଏ ଜୀବନ ବୃକ୍ଷ ଦିନେ ଝାଉଁଳି ପଡ଼ିବ ଏ ଜୀବନ ନାବ ଦିନେ ପାଣିରେ ବୁଡ଼ିଯିବ ଏ ଜୀବନ ରଙ୍ଗ ଦିନେ ଫିକା ହୋଇଯିବ ଏ ଜୀବନ ବାଟ ଦିନେ ଠିକଣା ହରାଇବ ଆଜି ଅଛି କାଲି ନାହିଁ ମଣିଷ ଜୀବନ ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ ଏହି ହେତୁ କ୍ରୁଶ ପାଶେ ନେବା ଶରଣ କେତେବେଳେ ଚାଲିଯିବ ଜୀବନ ....=୦= ଏ ଜୀବନ ଗୀତ ଦିନେ ବେସୁରା ହୋଇବ ଏ ଜୀବନ ଫୁଲ ଦିନେ ବାସନା ହରାଇବ ଏ ଜୀବନ ଗୃହ ଦିନେ ଭୁଶୁଡ଼ି ପଡ଼ିବ ଏ ଜୀବନ ନାଟ ଦିନେ ସମାପ୍ତ ହୋଇଯିବ ଆଜି ଅଛି କାଲି ନାହିଁ ମଣିଷ ଜୀବନ ଏଇ ଅଛି ଏଇ ନାହିଁ କୁହୁଡ଼ି ସମାନ ଏହି ହେତୁ ଫେରିଯିବା ଯୀଶୁ ଚରଣ କେତେବେଳେ ଚାଲିଯିବ ଜୀବନ ....=୨= Full Lyrics ଶେଷ ଘଣ୍ଟି ବାଜିଲାଣି ମହା କ୍ଳେଶ ପାଖେ ଆସିଲାଣି ଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗ ଜାଗି ଉଠ ଏହି କ୍ଷଣି ସତର୍କର ଶେଷ ବାଣୀ ଚଉଦିଗେ ଏବେ ଶୁଭିଲାଣି ଶୁଣ ଶୁଣ ଶୁଣ ବନ୍ଧୁ ଗଣ ଶୁଣ ମନ ଦେଇ ଯାଅ ଶୁଣି ଶେଷ ଘଣ୍ଟି ବାଜିଲାଣି.........=୦= ଶୋଇବ କେତେ ନିଦ୍ରିତ ହୋଇ କ୍ଷଣିକ ହେଲେ ସମୟ ନାହିଁ ବିଳମ୍ବ ଆଉ ନ କର କେହି ଜାଗ୍ରତ ହୁଅ ମନ ଫେରାଇ ଭୂମିକମ୍ପ ଘଟିଲାଣି ମହାଯୁଦ୍ଧ ଆରମ୍ଭ ହେଲାଣି ଉଠ ଉଠ ଉଠ ବନ୍ଧୁ ଗଣ ଉଠ ଚେଇଁ ଉଠ ଏହି କ୍ଷଣି.........=୧= ଏମିତି ଯଦି ହେଳା କରିବ ତେବେ କେମିତି ରକ୍ଷା ପାଇବ ଯୀଶୁଙ୍କୁ ଯଦି ହୃଦେ ରଖିବ ଶେଷରେ ପରିତ୍ରାଣ ଲଭିବ ସମୟଟା ସରିଲାଣି ଯୁଗ ଶେଷ ଦିନ ଆସିଲାଣି ଫେର ଫେର ଫେର ବନ୍ଧୁଗଣ ଫେର ଫେରି ଆସ ଏହି କ୍ଷଣି.........=୨= Full Lyrics ହେ...ପରମ ଈଶ୍ଵର ହେ...କରୁଣା ସାଗର (୨ଥର) ଅନାଦି ଅନନ୍ତ ମହୀ ମଣ୍ଡଳର (୨ଥର) କରେ ତବ ଜୟଗାନ..(୨ଥର)..=୦= ଅନ୍ଧକାର ଜଳେ ଦିପ୍ତିକୁ ପ୍ରକାଶି ଭିନ୍ନ କଲ ଦିବା ରାତି ଆକାଶ ମଣ୍ଡଳ ଜଳ ଆଉ ସ୍ଥଳ ଭାବେ କଲ ଜଳ ରାଶି ରଖିଣ ନାନାଦି ସୃଷ୍ଟ ବସ୍ତୁ ମଧ୍ୟେ (୨ଥର) କଲ ମୋତେ ନିରିମାଣ..୨ଥର..=୧= ରଖିଛ ଧରାରେ ଅତୁଳ ପ୍ରେମରେ ଚାଲିବାକୁ ତବ ସାଥେ ପହଞ୍ଚିବି ଶେଷେ ସେ ସିୟୋନ ଦେଶେ ଭରସା ମୋ ତୁମ ହାତେ କରୁଥିବି ସଦା ପ୍ରଶଂସା ଗୌରବ ସାଧୂ ମେଳେ ଜୟଗାନ..୨ଥର)..=୨= #humanesagartop5odiachristiansongs #humanesagarchristiansongs2022 #humanesagarodiachristiansongs #newodiachristiansongs2022 #amitbadanayakchristiansongs #newodiachristiansong #amitbadanayakchristiansongs2022 #abmusicchristiansongs #odiachristiansong2022 #newodiachristiansong #audiojukebox #odiachristiansongs #abmusic #newodiachristmassongs2022 #newodiachristiansongs2022 #latestodiachristiansongs #latestodiachristiansongs #odiachristiansongs #amitbadanayak #humanesagar #amitpani #amitpanichristiansongs #humanesagarchristiansongs !!* ANTI-PIRACY WARNING *!! This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Comments