Русские видео

Сейчас в тренде

Иностранные видео


Скачать с ютуб କିଡନି ଡାଏଲିସିସ୍ କେମିତି ହୁଏ? | Dr Manas Ranjan Pradhan on Importance of Kidney Dialysis in Odia в хорошем качестве

କିଡନି ଡାଏଲିସିସ୍ କେମିତି ହୁଏ? | Dr Manas Ranjan Pradhan on Importance of Kidney Dialysis in Odia 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



କିଡନି ଡାଏଲିସିସ୍ କେମିତି ହୁଏ? | Dr Manas Ranjan Pradhan on Importance of Kidney Dialysis in Odia

#KidneyDialysis #HealthyKidney #DoctorAdvice #OdiaHealthTips କିଡନି ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଗଲେ ଆପଣଙ୍କ ଆଗରେ ଦୁଇଟି ରାସ୍ତା ବଞ୍ଚିବ। କିଡନି ଡାଏଲିସିସ୍ କିମ୍ବା କିଡନି ଟ୍ରାନ୍ସପ୍ଲାଣ୍ଟ। ତେବେ, କେମିତି ହୁଏ କିଡନି ଡାଏଲିସିସ୍? କିଡନି ଡାଏଲିସିସ୍ କାହିଁକି ଦରକାର? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, କିଡନି ଡାଏଲିସିସ୍ କ’ଣ? (0:00) କିଡନି ଡାଏଲିସିସ୍ କେମିତି ହୁଏ? (1:34) କିଡନି ଡାଏଲିସିସ୍ କାହିଁକି ଦରକାର? (2:35) ଡାଏଲିସିସ୍ ନକଲେ କ’ଣ ଅସୁବିଧା? (3:25) କିଡନି ଡାଏଲିସିସର ପାର୍ଶ୍ୱ ପ୍ରତିକ୍ରିୟା କ’ଣ? (5:19) କିଡନି ଡାଏଲିସିସ୍ ବେଳେ କ’ଣ ଖାଇବେ? (8:23) କିଡନି ଡାଏଲିସିସ୍ କେଉଁଠି କରିପାରିବେ? (12:02) ଡାକ୍ତରଙ୍କ ପରାମର୍ଶ (12:58) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/what-is-the... If your kidney disease becomes very severe and crosses a point where there is not enough function to maintain the body, then you need either a transplant or dialysis. In dialysis, your blood is put through a machine outside your body, cleaned, and then returned to you. What is the importance of kidney dialysis? How does kidney dialysis occur? Let us find out from Dr Manas Ranjan Pradhan, a Urologist. In this video, What is kidney dialysis? (0:00) How does kidney dialysis occur? (1:34) Why kidney dialysis is necessary? (2:35) What Happens If Someone Stops Dialysis? (3:25) Side effects of kidney dialysis (5:19) What to eat during kidney dialysis? (8:23) Where can you do kidney dialysis? (12:02) Doctor’s Advice (12:58) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments