Русские видео

Сейчас в тренде

Иностранные видео


Скачать с ютуб ଧରମ ବାଟରେ ଧରମ ଡାକୁଛି ଧରମ ତୁ ନେଇଯା... । ବୁଦ୍ଧିଆ ବାଣୀ। EP-32 ।ଡ଼ଃ- ସଂଜୟ ଶତପଥୀ в хорошем качестве

ଧରମ ବାଟରେ ଧରମ ଡାକୁଛି ଧରମ ତୁ ନେଇଯା... । ବୁଦ୍ଧିଆ ବାଣୀ। EP-32 ।ଡ଼ଃ- ସଂଜୟ ଶତପଥୀ 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଧରମ ବାଟରେ ଧରମ ଡାକୁଛି ଧରମ ତୁ ନେଇଯା... । ବୁଦ୍ଧିଆ ବାଣୀ। EP-32 ।ଡ଼ଃ- ସଂଜୟ ଶତପଥୀ

ପରମ ପୂଜ୍ୟ ବାବା ଶ୍ରୀ ଶ୍ରୀ ବୁଦ୍ଧନାଥ ଦାସଙ୍କ ଅମୃତ ବଚନ । ଅମୂଲ୍ୟ ତାଙ୍କର କଥା ସେ ବିଶାଳ ସାଗର ରୁ ଆମର ଏକ ଗୁଣ୍ଡୁଚି ମୂଷା ପରି ପ୍ରୟାସ ତାଙ୍କର ବାଣୀ କୁ ଏ ଜନ ସମାଜକୁ ଆଣିବାକୁ । ବୁଦ୍ଧିଆ ବାଣୀ ।। ପ୍ରତ୍ୟେକ ଗୁରୁବାର ସକାଳ ୭ଘଟିକା ରେ ।। ଗାରୋଇ ଆଶ୍ରମ ।। ଉପସ୍ଥାପନା ଶ୍ରୀ ଡ଼ଃ ସଂଜୟ ଶତପଥୀ ।। ବୁଦ୍ଧିଆ ବାଣୀ ଯାହା କେବଳ ଗୋଟିଏ ବାଣୀ କିମ୍ବା କିଛି ଶବ୍ଦର ସମାହାର ତାହା ନୁହେଁ । ବୁଦ୍ଧିଆ ବାଣୀ ମଣିଷ ଜୀବନରେ ଚେତନା ର ଆଲୋକ ସଦୃଶ । ଯାହାକି ଅନ୍ଧକାର ରୂପୀ ଅସତ୍ୟ ରାଇଜରୁ ସତ୍ୟ ସ୍ବରୂପକ ଅଲୋକ ଆଡ଼କୁ ନେଇଯାଇଥାଏ । ଆସନ୍ତୁ ଆମେ ସମସ୍ତେ ମିଶି ସେହି ଅମୂଲ୍ୟ ବାଣୀର ମର୍ମ କୁ ବୁଝିବା ତା ସହିତ ନିଜ ଜୀବନରେ ପରିବର୍ତ୍ତନ ଆଣିବା। କାରଣ ପରିବର୍ତ୍ତନ ଜୀବନରେ ଭରିଦିଏ ନୂତନ ସକାଳ । ଜୟ ଜଗନ୍ନାଥ ଜୟ ବାବା ବୁଦ୍ଧନାଥ #ବୁଦ୍ଧିଆବାଣୀ #ଗାରୋଇଆଶ୍ରମ #ବୁଦ୍ଧିଆଭଜନ

Comments