Русские видео

Сейчас в тренде

Иностранные видео


Скачать с ютуб ସିଆଟିକା କ’ଣ? – କାରଣ, ଲକ୍ଷଣ, ଚିକିତ୍ସା । Dr PC Dey on Sciatica and Endoscopy Surgery in Odia в хорошем качестве

ସିଆଟିକା କ’ଣ? – କାରଣ, ଲକ୍ଷଣ, ଚିକିତ୍ସା । Dr PC Dey on Sciatica and Endoscopy Surgery in Odia 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ସିଆଟିକା କ’ଣ? – କାରଣ, ଲକ୍ଷଣ, ଚିକିତ୍ସା । Dr PC Dey on Sciatica and Endoscopy Surgery in Odia

#Sciatica #OdiaHealthTips #DoctorAdvice ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ। ଅଧିକାଂଶ ଲୋକ ଘଣ୍ଟା ଘଣ୍ଟା ଡେସ୍କରେ ବସି ରହି କାର୍ଯ୍ୟ କରୁଛନ୍ତି। ଫଳରେ ସିଆଟିକା ଜନିତ ଅଣ୍ଟା ଯନ୍ତ୍ରଣା ହେବାର ଦେଖାଦେଉଛି। ତେବେ ସିଆଟିକା କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କହିଛନ୍ତି ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଅଣ୍ଟା ବିନ୍ଧାର କାରଣ କ’ଣ? (0:00) ଲମ୍ବର କେନାଲ ଷ୍ଟେନୋସିସ୍ କ’ଣ? (2:21) 80% ଅଣ୍ଟା ବିନ୍ଧାର କାରଣ ସିଆଟିକା (5:49) ଅଣ୍ଟା ବିନ୍ଧାର କାରଣକୁ ଚିହ୍ନିବା ପାଇଁ ଏମ୍‌ଆର୍‌ଆଇ (7:56) ସିଆଟିକାର ଚିକିତ୍ସା (10:22) ଅଣ୍ଟାବିନ୍ଧାରେ ଏଣ୍ଡୋସ୍କୋପି ସର୍ଜରି (13:15) Sciatica refers to back pain caused by a problem with the sciatic nerve. This is a large nerve that runs from the lower back down the back of each leg. Let's find out what Dr PC Dey, an Endospine & Joint Replacement Surgeon, has to say. In this video, Causes of hip pain or back pain (0:00) What is Long Canal Stenosis or Lumbar spinal stenosis? (2:21) 80% of the causes of back pain is sciatica (5:49) MRI to predict the cause of back pain (7:56) Treatment of sciatica (10:22) Endoscopic surgery on back pain (13:15) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments