Русские видео

Сейчас в тренде

Иностранные видео


Скачать с ютуб TUMA PREMO KEDE GABHIRA || Odia Christian Song 2022 || Singer-K Pradeep || Studio Version Hd Video | в хорошем качестве

TUMA PREMO KEDE GABHIRA || Odia Christian Song 2022 || Singer-K Pradeep || Studio Version Hd Video | 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



TUMA PREMO KEDE GABHIRA || Odia Christian Song 2022 || Singer-K Pradeep || Studio Version Hd Video |

ତୁମ ପ୍ରେମ କେଡେ ଗଭୀର ।।TUMA PREMO KEDE GABHIRA ।।NEW ODIA CHRISTIAN SONG ।।ADONAI WORSHIP PRESENT'S 2022 ଖ୍ରୀଷ୍ଟ ରେ ମୋର ପ୍ରିୟ ମା,ବାପା, ଭାଇ ଓ ଭଉଣୀ ପ୍ରତ୍ୟୋକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସୁମଧୁର ନାମରେ,ଆମ ADONAI WORSHIP CHENNEL ତରଫରୁ ଖ୍ରୀଷ୍ଟୀୟ ନମସ୍କାର ଓ PRAISE THE LORD ଜଣାଉଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୌରୋବ ଓ ମହିମା ନିମନ୍ତେ, ଅନେକ ଦିନର ପ୍ରାର୍ଥନା ଓ ଅପେକ୍ଷାର ଆପଣମାନଙ୍କର ସମୁଖରେ ଗୋଟିଏ ନୁଆ ଖ୍ରୀଷ୍ଟିୟ ଭୋକ୍ତି ସଂଗୀତ ଉପୋସ୍ତାପୋନୋ କରିବାକୁ ସୁଯଗ ପାଇଲୁ । ଏହି ଗୀତଟି ଇଶ୍ଵରଙ୍କର ଚିରସ୍ଥାୟୀ ପ୍ରେମ ଉପରେ ଆଧାରିତ ଯାହା ପ୍ରୋତ୍ୟକ ଖ୍ରୀଷ୍ଟୀୟ ପରିବାର ନିମୋନ୍ତେ ଚିରୋସ୍ମୃତି ହୋଇ ରହିଅଛି । ଆଶା କରୁଛୁ ଏହି ଭକ୍ତି ସଙ୍ଗୀତଟି ଆପଣମାନଙ୍କୁ ନିଶ୍ଚିତ ଭୋଲ ଲାଗିବ। ଆପଣମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଆମ CHENNEL ରେ ଅନେକ ବିଷୟ ମାନ UPLOAD କରିବୁ । ଆମ ଗୀତକୁ LIKE କରନ୍ତୁ,SHARE କରନ୍ତୁ,COMMENT କରନ୍ତୁ ଓ ଆମ CHENNEL କୁ SUBSCRIBE କରିବାକୁ ଭୁଲନ୍ତୁ ନାହିଁ । ସମସ୍ତଙ୍କୁ ଧନ୍ୟବାଦ ।PRAISE THE LORD.🙏🙏 Full Lyrics ତୁମ ପ୍ରେମ କେଡେ ଗଭୀର ହେ ପ୍ରେମ ମୟ ତୁମ ନାମ କେଡେ ମଧୁର ହେ ମଧୁ ମୟ...।।2।। ତୁମ ପ୍ରେମକୁ ସଦା ସ୍ମରିବି ତୁମ ନାମକୁ ସଦା ଭଜିବି ହେ କରୁଣାମୟ ହେ ମଙ୍ଗଳମୟ....।।2।। ତୁମ ପ୍ରେମ କେଡେ ଗଭୀର..... ତୁମ ନାମ କେଡେ ମଧୁର... ଏ ପତିତ ଜଗତରେ ନାହିଁ ସୁଖ ଆବାସ ଚାହେଁ ପ୍ରୋଭୁ ରହିବାକୁ ସଦା ତୁମରି ପାସ....।।2।। ତୁମ ଆଦେସ ସଦା ମାନିବି ତୁମ ଆଶିଷ ସଦା ଲଭିବି ହେ କରୁଣା ମୟ.... ହେ ମଙ୍ଗଳ ମୟ.....।।2।। ତୁମ ପ୍ରେମ କେଡେ ଗଭୀର.... ତୁମ ନାମ କେଡେ ମଧୁର.... ଦୁଃଖ ସୁଖ ଜୀବନର ବନ୍ଧୁ ତୁମେ ମୋହର ନିରାଶ ଜୀବନ ର ସାନ୍ତ୍ଵନା ତୁମେ ମୋର...।।2।। ତୁମ ବ୍ୟବସ୍ଥା ଧ୍ୟାନ କରିବି ତୁମ ଜ୍ଞାନରେ ନୀତି ବଢ଼ିବି ହେ କରୁଣା ମୟ.... ହେ ମଙ୍ଗଲ ମୟ....।।2।। ତୁମ ପ୍ରେମ କେଡେ ଗଭୀର ହେ ପ୍ରେମ ମୟ ତୁମ ନାମ କେଡେ ମଧୁର ହେ ମଧୁ ମୟ... ADONAI WORSHIP GROUP PRESENTS SINGER K.PRADEEP (MUNNA) LYRICS PS SEKHAR KULDEEP SIR MUSIC & ARRANGEMENT BAPI SAMAL SIR PRODUCER ADONAI WORSHIP GROUP CAMERA PS.AKHYA SUNA RECORDING SB STUDIO RAYAGADA EDIT MUKUNDA BISOI👉 (TIKIRI) 9438726526 SPECIAL THANKS ADONAI WORSHIP GROUP ALL MEMBERS ........................................................................

Comments