Русские видео

Сейчас в тренде

Иностранные видео


Скачать с ютуб ମାଢ଼ି ରୋଗ – କେମିତି କରିବେ ଦୂର? | Gum Disease (Gingivitis & Periodontal) in Odia | Dr Ellena Mishra в хорошем качестве

ମାଢ଼ି ରୋଗ – କେମିତି କରିବେ ଦୂର? | Gum Disease (Gingivitis & Periodontal) in Odia | Dr Ellena Mishra 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ମାଢ଼ି ରୋଗ – କେମିତି କରିବେ ଦୂର? | Gum Disease (Gingivitis & Periodontal) in Odia | Dr Ellena Mishra

#OralHealth #OdiaHealthTips ମାଢ଼ି ରୋଗକୁ ଡାକ୍ତରୀ ଭାଷାରେ ପେରିଓଡୋଣ୍ଟାଇଟିସ୍‌ ବୋଲି କୁହାଯାଏ । ଏହାଦ୍ଵାରା ମାଢ଼ିରେ ସଂକ୍ରମଣ ହୋଇ ମାଢ଼ି ନଷ୍ଟ ହେବା, ମାଢ଼ି ଫୁଲିଯିବା, ଦାନ୍ତ ଗଳିଯିବା ଭଳି ସମସ୍ୟା ଉପୁଜିଥାଏ । ତେବେ ଆସନ୍ତୁ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଏଲିନା ମିଶ୍ରଙ୍କଠାରୁ ମାଢ଼ି ରୋଗର କାରଣ, ଲକ୍ଷଣ, ଚିକିତ୍ସା ବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ମାଢ଼ି ରୋଗ କାହିଁକି ହୁଏ? (0:00) ମାଢ଼ି ରୋଗକୁ ଚିହ୍ନିବେ କିପରି? (2:06) ମାଢ଼ି ରୋଗର ଚିକିତ୍ସା କେମିତି ହୁଏ? (3:27) ଚିକିତ୍ସା ପରେ କେମିତି ନେବେ ଦାନ୍ତର ଯତ୍ନ? (4:19) ମାଢ଼ି ରୋଗକୁ ରୋକିବେ କିପରି? (5:32) ମାଢ଼ି ସମସ୍ୟା ପାଇଁ ଘରୋଇ ଉପଚାର (7:52) Gum disease is also called Periodontitis. Periodontal diseases are mainly the result of infections of the gums and bones that support the teeth. This can lead to gum infections, tooth decay, swelling, and tooth decay. So let's find out the cause, symptoms, and treatment of gum diseases from Dr Ellena Mishra, an Endodontics & Cosmetic Dentistry. In this Video, Why does gum disease happen? (0:00) How to identify gum disease? (2:06) Treatment of gum disease (3:27) How to take care of teeth after treatment? (4:19) Prevention of gum disease (5:32) Home remedies for gum disease (7:52) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments