Русские видео

Сейчас в тренде

Иностранные видео


Скачать с ютуб Boirani jatra || History of Mahamayi Devi || в хорошем качестве

Boirani jatra || History of Mahamayi Devi || 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Boirani jatra || History of Mahamayi Devi ||

Boirani jatra Vlog (ମା ମହାମାୟୀ )#shubhendublogs #odiavlogs #mahamayatemple #tourvlog # Mahamayi jatra ******************************************************* Mahamyi jatra :    • Mahamayi jatraସମ୍ପର୍କରେ..#shubhendubl...   ବୋଇରାଣୀ ଯାତ୍ରା Vlog :    • Boirani jatra Vlog( ଜୟ ମା 🙏🙏🌹🏵️🙏🙏ମହାମ...   ------------------------------------------------------------------------------------------ ମହାମାୟୀ ଯାତ୍ରା ସଂପର୍କ ରେ ସମ୍ପୂର୍ଣ ତଥ୍ୟ ରହିଛି ଏହା ପ୍ରାୟ 12 ବର୍ଷ ରେ ଥରେ ହୁଏ ଏଠାରେ ମାଆ ଅଧିଷ୍ଠାତ୍ରୀ ଦେବୀ ମା ମହାମାୟୀ ପୂଜା ପାଆନ୍ତି l ବହୁ ପୁରାତନ ସମୟରୁ ଏଠାରେ ମାଆ ପୂଜା ପାଆନ୍ତି ଏହାର ବହୁ କିମ୍ବଦନ୍ତୀ, ପୁରାଣ,ଇତିହାସ,ଲୋକକଥା ରହିଛିl ଯାତ୍ରା ଦେଖିବା ଆସନ୍ତୁ। ବୋଇରାଣୀ (କବିସୂର୍ଯ୍ୟ ନଗର) ଗଞ୍ଜାମ, ଓଡ଼ିଶା ଦେଶିବେହେରା ସାହି ରେ ଅସ୍ଥାୟୀ ପୀଠ ରେ ୨୧ ଦିନ ପୂଜା ପାଆନ୍ତି ଏବଂ ପରବର୍ତ୍ତୀ ସମୟରେ ନିଜର ସ୍ଥାୟୀ ମଣ୍ଡପ ତଥା ମନ୍ଦିର କୁ ପ୍ରତ୍ୟାଗମନ କରିଥାନ୍ତି ଭକ୍ତଙ୍କ ପ୍ରବଳ ଭିଡ଼ , ପୁଲିସ,ଜିଲ୍ଲା ପ୍ରଶାସନ , ଗ୍ରାମବାସୀ ବୃନ୍ଦ ଗଣ, ଶ୍ରଦ୍ଧାଳୁ ଙ୍କ ସାହାଯ୍ୟ ସହଯୋଗ ରେ ଆନ୍ତରିକ ଭକ୍ତି ସହାୟତା ରେ ଏସବୁ ସଫଳ ରୂପାୟନ ରେ ପରିଣତ ହୋଇ ପାରିଛି l ବାସ୍ତବରେ ଦେଖିବାକୁ ଗଲେ ମାଆ ଙ୍କ କୃପା ରୁ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ସୁନ୍ଦର ରୂପେ ସା ମଣ୍ଡିତ ହୋଇପାରିଛି l ମାଆ ଙ୍କ ଇତିହାସ ସମ୍ପର୍କରେ ଆମେ ମୂଳ ରୁ ଚୂଳ ଯାଏଁ ସଂଗ୍ରହ କରି ଆପଣଙ୍କୁ ଦେଖେଇଚୁ ,ବହୁତ୍ ପରିଶ୍ରମ ରେ ଆପଣଙ୍କ ପାଇଁ ମାଆ ଙ୍କ ଇତିହାସ ଓ କିମ୍ବଦନ୍ତୀ, ପୁରାଣ ଓ ବର୍ତମାନ ତଥା ଯାତ୍ରା ସଂପର୍କରେ ସୂଚନା ପରିବେଷଣ କରିପାରିଲୁ Youtube ର କେବଳ ଏହି ଗୋଟିଏ ଚେନେଲ ରେ ହିଁ ଆପଣ ମାଆ ଙ୍କ ସମ୍ପୂର୍ଣ ଇତିହାସ ପାଇପାରିବେ l ଅନ୍ୟ କୌଣସି ଚେନେଲ୍ ରେ ପାଇବେନି ଏହା ଆମର ଗ୍ୟାରେଣ୍ଟି ....... ତେଣୁ ଏହି ସକାଶେ ଆମ ଚେନେଲ ଟିକୁ Like Share Subscribe କରନ୍ତୁ , ଯଦି ମହାମାୟୀ ଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି, ଭଲପାଇବା,ଥାଏ ତାହେଲେ ଏହାକୁ ଆପଣଙ୍କ ସମସ୍ତ WhatsApp, Facebook, Instagram Groups ରେ share କରିବେ ଏବଂ ତା ସହିତ ଗଞ୍ଜାମ ର କଳା ସଂସ୍କୃତି କୁ ବାହାର ଦୁନିଆ ତଥା ସମ୍ପୂର୍ଣ ଭାରତ ଏବଂ ଭାରତ ବାହାରେ ଏହାକୁ ପରିଚିତ କରିବାର ଆମର ଅଭିଯାନ ରେ ଆମକୁ ସହଯୋଗ କରିବା ହେବେ ଓ ମାଆ ମହାମାୟୀ ଙ୍କ ଆଶୀର୍ବାଦ ଲାଭ କରିବା ହେବେ 🙏🌹🙏🌹🙏🌹 **********---------*********-----------************ ତାରା ତାରିଣୀ ପୀଠ -    • Tara tarini Vlog#shubhendublogs #odia...   ************ କାଟୁ ବାଣ ଯାତ୍ରା-    • Hinjilicut Bana jatra.. ( chapter-1 )...   ************ କାଟୁ ବାଣ ଯାତ୍ରା ch-2-    • Hinjilicut Bana jatra ch-2 #shubhendu...   ************ New Gimbal -   • Digitek 3 axis Gimbal Stabilizer //pr...   g ************ --------------------------------------------- Music credit to -Free Flute background music. No copyright Morning flute music royalty free flute music royalty free Free meditation music relax mind body #freeflutebackgroundmusic #morning flute music #royalty free music #free flute music Indian music no copyright meditation music relax mind body morning flute music Indian background music royalty free Himalayan Flute Music Mountain Flute, Himalayan Flute बाँसुरी Bamboo flute Nepali Bamboo Flute Bansuri dhun mountain flute music Bamboo Flute Music Indian Yoga Flute Music Morning Flute Musi Flute Meditation Music Himalayan Music Nepali Flute Music nepali instrumental music morning flute music indian himalayan music mountain music Nepali Morning Music morning flute nepali meditation musi Flute Music, morning music meditation music bansuri music sleep flute dhun Krishna flute music krishna flute Tejinder sir bmind tsk himalayan flute music mountain flute himalayan flute बाँसुर nepali bamboo flute mountain flute music bamboo flute music flute meditation music himalayan music nepali flute music flute music relaxing morning flute music Indian nepali morning music बाँसुरीको धुन morning flute music meditation music mountain music nepali instrumental music flute music flute meditation

Comments