Русские видео

Сейчас в тренде

Иностранные видео


Скачать с ютуб 50 ଲକ୍ଷ ଟଙ୍କାର ବାଣ ଜବତ | Odisha Reporter в хорошем качестве

50 ଲକ୍ଷ ଟଙ୍କାର ବାଣ ଜବତ | Odisha Reporter 10 часов назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



50 ଲକ୍ଷ ଟଙ୍କାର ବାଣ ଜବତ | Odisha Reporter

ପୂର୍ବରୁ ବାଣ ଗୋଦାମ ଉପରେ ବଡ ଧରଣର ଚଢାଉ କରିଛି ବାଘମାରୀ ପୋଲିସ । ଖୋର୍ଦ୍ଧାରେ ନୂଆ ଏସପିଙ୍କ ଦାୟିତ୍ୱ ଗ୍ରହଣ ପରେ ବେଆଇନ ବାଣ କାରବାର ଉପରେ ଏହା ହେଉଛି ବଡ ଧରଣ ଚଢାଉ। ଆଗକୁ ଆଲୋକର ପର୍ବ ଦୀପାବଳୀ ଥିବାବେଳେ ଏହା ପୂର୍ବରୁ ଟ୍ରକ ଟ୍ରକ ବାଣକୁ ବେଆଇନ ଭାବେ ଗଛିତ ରଖାଯାଇଥିବା ବେଳେ ଆଜି ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓଙ୍କ ନେତୃତ୍ୱରେ ବାଘମାରୀ ପୋଲିସ ଓ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ରେଡ ମାରିଥିଲା । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #khordhapolice #sagarikanath #spkhordha #crackers

Comments