Русские видео

Сейчас в тренде

Иностранные видео


Скачать с ютуб ମୁହଁରେ କଳାଦାଗ: କେମିତି ଦୂର ହେବ? | Melasma / Facial Pigmentation in Odia | Dr Hara Prasanna Tripathy в хорошем качестве

ମୁହଁରେ କଳାଦାଗ: କେମିତି ଦୂର ହେବ? | Melasma / Facial Pigmentation in Odia | Dr Hara Prasanna Tripathy 1 год назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ମୁହଁରେ କଳାଦାଗ: କେମିତି ଦୂର ହେବ? | Melasma / Facial Pigmentation in Odia | Dr Hara Prasanna Tripathy

#Melasma #OdiaHealthTips ଗର୍ଭଧାରଣ ପରେ ବା ଗୋଟେ ବୟସ ପରେ ଅଧିକାଂଶ ମହିଳାଙ୍କ ମୁହଁରେ କଳା ଦାଗ ହୋଇଥାଏ। ଏହା କପାଳରେ, ଗାଲରେ, ନାକରେ ହୋଇଥାଏ। ଏହାର ଚିକିତ୍ସା କ’ଣ? ଏହାକୁ ରୋକିବା ପାଇଁ କ’ଣ କ’ଣ କରାଯାଇ ପାରିବ? ଆସନ୍ତୁ ଏ ବିଷୟରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ହର ପ୍ରସନ୍ନ ତ୍ରିପାଠୀ କ’ଣ କହୁଛନ୍ତି, ଜାଣିବା। ଏହି ଭିଡିଓରେ ରହିଛି, ମେଲାଜ୍‌ମା କ’ଣ? (0:00) ମେଲାଜ୍‌ମା ହେବାର କାରଣ କ’ଣ? (2:18) ମେଲାଜ୍‌ମାର ଚିକିତ୍ସା (3:55) ମେଲାଜ୍‌ମାକୁ ରୋକିବେ କିପରି? (5:57) Melasma is a pigmentation disorder characterized by the development of dark patches on the face. Melasma can be due to hormonal changes during pregnancy or from sun exposure in the cheeks, forehead, upper lip, and chin. How to treat Melasma? What to do to prevent Melasma? Let's know more from Dr Hara Prasanna Tripathy, a Dermatologist. In this Video, What is Melasma? in Odia (0:00) Causes of Melasma, in Odia (2:18) Treatment of Melasma, in Odia (3:55) Prevention of Melasma, in Odia (5:57) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments