У нас вы можете посмотреть бесплатно ଗଣ୍ଠିବାତ ରୋଗକୁ ଜାଣନ୍ତୁ ଓ ଜିଣନ୍ତୁ | Dr Pradeepta Sekhar Patro on Arthritis | Causes & Treatment или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса savevideohd.ru
#Arthritis #JointPain #DoctorAdvice ସାଧାରଣତଃ ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ରୋଗକୁ ଲୋକେ ଚିହ୍ନିପାରନ୍ତି ନାହିଁ। ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେଲେ ପେନକିଲର୍ ଖାଇ ରହିଯା’ନ୍ତି। ହେଲେ ଭବିଷ୍ୟତରେ ଏହା ଆମ ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ। ଆସନ୍ତୁ ଗଣ୍ଠିବାତ ରୋଗ କ’ଣ ଓ ଏହାର ଚିକିତ୍ସା କିଭଳି କରିବା ଦରକାର ସେନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଜାଣିବା। ଭିଡିଓକୁ ଲାଇକ୍ କରନ୍ତୁ ଏବଂ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ଏହି ଭିଡିଓରେ ରହିଛି, ଗଣ୍ଠିବାତ ରୋଗ କ’ଣ? (0:00) ଛୋଟ ପିଲାଙ୍କଠାରେ ଗଣ୍ଠିବାତ ରୋଗର ଲକ୍ଷଣ (0:55) ମଧ୍ୟ-ବୟସ୍କଙ୍କଠାରେ ଗଣ୍ଠିବାତ ରୋଗର ଲକ୍ଷଣ (2:27) ବୟସ୍କଙ୍କଠାରେ ଗଣ୍ଠିବାତ ରୋଗର ଲକ୍ଷଣ (5:23) ଗଣ୍ଠିବାତ ରୋଗର କାରଣ (8:15) ଗଣ୍ଠିବାତ ରୋଗର ଚିକିତ୍ସା (9:50) ଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ? (10:40) People generally do not recognize Arthritis. When there is pain in the joints, they take painkillers. However, it can cause various problems in our body in the future. Let's find out what Arthritis is and how to treat it, from Rheumatologist Dr Pradeepta Sekhar Patro. Like the video and share it with your family and friends. In this video, What is Arthritis? (0:00) Symptoms of Arthritis in young children (0:55) Symptoms of Arthritis in middle-aged people (2:27) Symptoms of Arthritis in old age (5:23) Causes of Arthritis (8:15) Treatment of Arthritis (9:50) Diet tips for Arthritis patients (10:40) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!