Русские видео

Сейчас в тренде

Иностранные видео


Скачать с ютуб mishu mora deha e desha matire || gopabandhu das || odia kabita || в хорошем качестве

mishu mora deha e desha matire || gopabandhu das || odia kabita || 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



mishu mora deha e desha matire || gopabandhu das || odia kabita ||

କବିତା - ମିଶୁ ମୋର ଦେହ ଏ ଦେଶ ମାଟିରେ କବି - ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନମସ୍କାର ବନ୍ଧୁଗଣ ଏହି କବିତା ହେଉଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ଚମତ୍କାର ସୃଷ୍ଟି । କାରାବରଣ କରିବା ପରେ ଲୋକ ମାନଙ୍କୁ ସାନ୍ତ୍ଵନା ଦେବା ପାଇଁ ଏହି କବିତା ମାଧ୍ୟମରେ ଗୋପବନ୍ଧୁ ଦାସ ଯାହା ଲେଖିଥିଲେ ତାହା ପ୍ରତି ଓଡ଼ିଆ ମାନଙ୍କ ହୃଦୟକୁ ଆଜି ମଧ୍ୟ କ୍ଷଣକେ ତରଳାଇ ଦିଏ । “ ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ । ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ । ” ଏହି କବିତା ମାଧ୍ୟମରେ କବି ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିବା ସହ ସମସ୍ତଙ୍କୁ ଉଚିତ୍ ମାର୍ଗ ଦର୍ଶନ କରାଇଛନ୍ତି । ଆମ ସାହିତ୍ୟାଗାର ଚାନେଲ୍ ରୁ ଏହି ଭଳି ସୁନ୍ଦର ସୁନ୍ଦର ଭିଡିଓ ପାଇବା ପାଇଁ ଆଶା କରୁଛନ୍ତି ତେବେ ଆମ ଚାନେଲ୍ କୁ subscribe କରି ଆମକୁ ଉତ୍ସାହିତ କରିବା ପାଇଁ ଭୁଲନ୍ତୁ ନାହିଁ । ***************** ଧନ୍ୟବାଦ୍ **************** #sahityagara #ଓଡିଆସାହିତ୍ୟ #ଓଡ଼ିଆ #odiapoem #odiakabita #nature #flower #mypoem #gopabandhudas #panditgopabandhudas # #odiakabita #odiawritings ----------------------------------------------------------------- odia kabita, odia song,odia poem,odia poetry,new odia poem, ଓଡ଼ିଆ କବିତା,ଓଡ଼ିଆ ସାହିତ୍ୟ ପ୍ରେମୀ,ଓଡ଼ିଆ ସାହିତ୍ୟ,mishu mora deha e desha matire, pandita gopabandhu das, utkal mani, kara kabita, ----------------------------------------------------------------- 👍❤️ LIKE, COMMENT AND SHARE ❤️👍 🙏🙏🙏🙏🙏 SUBSCRIBE 🙏🙏🙏🙏🙏

Comments