Русские видео

Сейчас в тренде

Иностранные видео


Скачать с ютуб ଜନମ ଦେଇଛ ଏଇ ସଂସାରେ||ଗୀତ,ସଂଗୀତ,କଣ୍ଠ-ରବୀନ୍ଦ୍ର ମହାପାତ୍ର||Janama Deicha Aei Sansare |Rabindra Mohapatra в хорошем качестве

ଜନମ ଦେଇଛ ଏଇ ସଂସାରେ||ଗୀତ,ସଂଗୀତ,କଣ୍ଠ-ରବୀନ୍ଦ୍ର ମହାପାତ୍ର||Janama Deicha Aei Sansare |Rabindra Mohapatra 4 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଜନମ ଦେଇଛ ଏଇ ସଂସାରେ||ଗୀତ,ସଂଗୀତ,କଣ୍ଠ-ରବୀନ୍ଦ୍ର ମହାପାତ୍ର||Janama Deicha Aei Sansare |Rabindra Mohapatra

ଆପଣମାନଙ୍କର ଭଲପାଇବା ଓ ଉତ୍ସାହ ରେ ମୋର ନିଜସ୍ଵ ଲେଖା ଆଉ ସ୍ଵର ର ଏଇ ଭଜନଟି ଆପଣମାନଙ୍କ ପାଇଁ ......... ଜନମ ଦେଇଛ ଏଇ ସଂସାରେ......ଜଗନ୍ନାଥ ହେ ତେଣୁ ପାଶେ ପାଶେ ଅଛ ଠାକୁରେ ......ଜଗନ୍ନାଥ ହେ କେତେ ଭଲ ମୋତେ ଆଉ ରଖନ୍ତ ......ଜଗନ୍ନାଥ ହେ ଦେଇଛ ପେଟକୁ ଦି ଓଳି ଭାତ ......ଜଗନ୍ନାଥ ହେ ତୁମେ ଦେଇଅଛ ଖାଲି ସୁଖକୁ ......ଜଗନ୍ନାଥ ହେ ମୋ ମନ୍ଦ କରମ ଡାକେ ଦୁଃଖକୁ ......ଜଗନ୍ନାଥ ହେ ଚଗଲା ମନ ମୋ ହୁଡିଲେ ପଥ ......ଜଗନ୍ନାଥ ହେ ଅବାଟରେ ଗଲେ ଧରିଛ ହାତ ......ଜଗନ୍ନାଥ ହେ ଅସରନ୍ତି ଭୁଲ୍ ଯେତେ ମୋହର ......ଜଗନ୍ନାଥ ହେ କ୍ଷମା କରିଅଛ ଥରକୁ ଥର ......ଜଗନ୍ନାଥ ହେ ସୁଦାମା ପରି ଗରିବ କରିନ ......ଜଗନ୍ନାଥ ହେ ଦାସିଆ ପରିକି ଦୁଃଖ ଦେଇନ ......ଜଗନ୍ନାଥ ହେ କରମ ଦେଇଛ ଯାହା ଠାକୁର ......ଜଗନ୍ନାଥ ହେ ଖୁସିରେ ଚାଲିଛି ମୋର ସଂସାର ......ଜଗନ୍ନାଥ ହେ ଏତେ ବଡ କୃପା ପ୍ରଭୁ କରିଛ ......ଜଗନ୍ନାଥ ହେ ମୋ ତୁଣ୍ଡେ ତୁମ ନାମ ଧରେଇଛ ......ଜଗନ୍ନାଥ ହେ ଧନ ଦେଇନାହଁ ଶାନ୍ତି ଦେଇଛ ......ଜଗନ୍ନାଥ ହେ ଭକ୍ତ ନହେଲେ ବି କ୍ଷଣେ ଚାହିଁଛ ......ଜଗନ୍ନାଥ ହେ ଭାଗ୍ୟ ମୋର ଗଲାବେଳେ ନର୍କକୁ ......ଜଗନ୍ନାଥ ହେ ଟାଣି ନେଲ ପ୍ରଭୁ ସ୍ଵର୍ଗପଥକୁ ......ଜଗନ୍ନାଥ ହେ ନିରିମଳ କରି ମୋତେ ରଖିଛ ......ଜଗନ୍ନାଥ ହେ ତୁମ ଭାବ ସ୍ନେହ ଡୋରେ ବାନ୍ଧିଛ ......ଜଗନ୍ନାଥ ହେ ଛାର ମଣିଷ ମାତର ମୁହିଁ ଟି ......ଜଗନ୍ନାଥ ହେ ଝୁଣ୍ଟିଲେ ଉଠିପାରିବି ନାହିଁ ଟି ......ଜଗନ୍ନାଥ ହେ ଅଭିମାନେ କେତେ ଗାଳି କରିଛି ......ଜଗନ୍ନାଥ ହେ ହସି ହସି ତୁମ ଛାତି ସହିଛି ......ଜଗନ୍ନାଥ ହେ ଆଖିକି ଦିଶୁଛି ପାଦ ଚଳୁଛି ......ଜଗନ୍ନାଥ ହେ ଯେମିତି ରଖିଛ ଭଲରେ ଅଛି ......ଜଗନ୍ନାଥ ହେ ତୁମେ ଅନେଇଛ ବୋଲି ବଞ୍ଚିଛି ......ଜଗନ୍ନାଥ ହେ ତୁମ ଆଶରାରେ ବାଟ ଚାଲୁଛି ......ଜଗନ୍ନାଥ ହେ ଲୁହ ଆସିଯାଏ ମୋର ଆଖିକି ......ଜଗନ୍ନାଥ ହେ ଅପାତ୍ର ରେ ଏତେ କୃପା କାହିଁକି ......ଜଗନ୍ନାଥ ହେ ************************************ (ରବୀନ୍ଦ୍ର ମହାପାତ୍ର ) ✽ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତଜଣାନ୍ତୁ । ✽ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "Rabindra Mohapatra Official” ୟୁ ଟ୍ୟୁବ ଚାନେଲ ✽ ତେବେ ଆମ ଚାନେଲ “Rabindra Mohapatra Official”କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ । II ଧନ୍ୟବାଦ II ✽LYRICS/MUSIC/VOICE: Rabindra Mohapatra ✽DIRECTED BY : Laxmi Prasad Mahapatra :INSTRUMENTS: ✽MUSIC ARANGEMENT & HARMONIUM: Basant Mishra ✽TABLA: Jogendranath Swain ✽KEYBOARD: Manoj Dutta ✽FLUTE: Shyamsundar Rao ✽GHUNGUR/KHANJANI: Jyotiranjan Swain ✽OCTAPAD: Satyakam Mohapatra ✽MIXING & MASTERING BY: Sanjay Moharana ✽DUBBING: FTI STUDIO, KHANNAGAR, CUTTACK ✽ Watch the video and stay connected with us for more entertainment updates. LIKE | COMMENT | SHARE | SUBSCRIBE ♪ Enjoy and stay connected with us!! ♪ ✽ Mail Id: [email protected] ✽ Whatsapp Us: +91-9938112393 ✽Contact Us:+91-8847803572 ✽ Video Edited & Design By: Suvam Music Media ✽ Edited At: Suvam Music Media ✽ Camera: Jagannath Senapati ✽ Description, Uploaded, Published By: Laxmi Prasad Mahapatra ✽Copyrights: Rabindra Mohapatra Official ✽All copyrights of the pictures and music that are used in my videos are owned by its respective owners and I really appreciate them. ✽If any of the owners have a problem with your pictures and music used here, please send me a message and i will remove them.

Comments