У нас вы можете посмотреть бесплатно Pratipalaka ll ପ୍ରତିପାଳକ ll Human Sagar ll New odia Christian song 2024 ll Jesus creation official l или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса savevideohd.ru
Pratipalaka ll ପ୍ରତିପାଳକ ll Human Sagar ll New odia Christian song 2024 ll Jesus creation official l "କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ। " (ପ୍ରକାଶିତ:୭-୧୭) ସମସ୍ତ ଶ୍ରୋତାମଣ୍ଡଳୀଙ୍କୁ "*JESUS CREATION OFFICIAL*" ପରିବାର ତରଫରୁ ଖ୍ରୀଷ୍ଟ ପ୍ରେମର ନମସ୍କାର ଜଣାଉଛୁ🙏🙏 ବହୁତ ଦିନର ବ୍ୟବଧାନ ପରେ ପ୍ରଭୁଙ୍କ ମହିମା ଉଦ୍ଦେଶ୍ଯରେ ପ୍ରସ୍ତୁତ କରିଛୁ ଏକ ଭିନ୍ନ ସ୍ୱାଦର ଖ୍ରୀଷ୍ଟିୟ ଭକ୍ତି ସଂଗୀତ "*ପ୍ରତିପାଳକ*"। ଗୀତଟିରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ପ୍ରିୟ ତଥା ସୁପରିଚିତ କଣ୍ଠଶିଳ୍ପୀ "*ହ୍ୟୁମାନ ସାଗର*" । ଏହି ଗୀତ ଦ୍ୱାରା ନିଜ ମଣ୍ଡଳୀ ମଧ୍ୟରେ ନାଚି ଗାଇ ପ୍ରଭୁଙ୍କ ପ୍ରଶଂସା କରନ୍ତୁ ଏବଂ ନିଜ ପରିବାର ତଥା ବନ୍ଧୁବର୍ଗଙ୍କ ନିକଟରେ ଗୀତ ପହଞ୍ଚାନ୍ତୁ। ଏମିତି ନୂଆନୂଆ ଗୀତ ପ୍ରସ୍ତୁତ କରିବା ପାଇଁ ଆପଣମାନଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ନିତାନ୍ତ ଆବଶ୍ଯକ, ଧନ୍ଯବାଦ। ( ପ୍ରତିପାଳକ) Audio credits 🎶 🎼 Singer- Human sagar 🎼 Composition- Digbijay (ILU) 🎼 Lyrics- Taitas Pal 🎼 Music scoring - Chandan bhai 🎼 Dub & Mix- MRR studio, CTC 🎼 Recordist - Hari bhai 🎼 DOP & Edit- Digital crew 🎼 Poster- Parsuram sagaria 🎼 Technical support - Sunil bhai 🎼 Supported by - Sister Sily 🎼 Concept - Sister Sily 🎼 Banner - Jesus creation official 🎼 Producer - Pinku Digal Special thanks to - Bikash( Cuttack) Lyrics ହୋ... ସଦାପ୍ରଭୁ ମୋର ପ୍ରତିପାଳକ ହୋ... ସଦାପ୍ରଭୁ ମୋର ପ୍ରିୟ ପାଳକ ହାଲେଲୁୟା ମୁହି ଗାଇବି ତାଙ୍କ ନାମର ପ୍ରଶଂସା ଗୀତି ଭଜିବି ଯୀଶୁ ନାମର (2 times) ହୋ... ସଦାପ୍ରଭୁ ମୋର ପ୍ରତିପାଳକ.... -----###------####----####### ଜଗତରେ କେହି ନାହିଁ ମୋ ଯୀଶୁ ପରି ତାଙ୍କ ପରି ପ୍ରେମ କେହି ପାରିବେନି କରି (୨ ଥର) ଯେବେ ଏ ସମାଜ କଲା ମୋତେ ତୁଚ୍ଛ ଛାୟା ତଳେ ତବ ଆଶ୍ରୟ ଦେଇଛ ହୋ... ସଦାପ୍ରଭୁ ମୋର ପ୍ରତିପାଳକ.... ---####----####-----####------ ଅଭାବ ମୋହର ସବୁ କରିଛ ପୂରଣ ଦୁର୍ଦ୍ଦଶା କାଳରେ ମୋର ତୁମେ ହିଁ ଶରଣ (୨ ଥର) ମାଗିବା ଆଗରୁ ଜାଣ ତୁମେ ସବୁ ଯୋଗ୍ୟତା ରୁ ବେଶୀ ଦେଇଛ ହେ ପ୍ରଭୁ ହୋ.... ସଦାପ୍ରଭୁ ମୋର ପ୍ରତିପାଳକ.... #humansagar #mantuchuria #assemapanda #antarachakrabarti #humansagarnewsong2024 #newsong #newviralvideo #amitpanichristiansong #amitbadanayakchristiansongs #newodiachristiansong #abadhyamanishasong #abadhyamanishachristiansong #newodiachristiansongs #shasanksekharnewchristiansong #odiachristiansongs #amitbadanayaksongs #newodiachristiansongs2024 #amitbadanayakchristiansongs #shasanksekharchristiansongs #amitbadanayakchristiansongs2024 #odianewchristiansongs #amitbadanayaknewchristiansongs #odiachristiansong #amitbadanayaksongs #latestodiachristiansongs #shasanksekhar #amitbadanayak #shasanksekharnewsongs #amitbadanayakchristiansongs #shasanksekharchristiansongs #odiachristiansongs #abmusic #humanesagarchristiansongs #amitpanichristiansongs #newodiajisusong #hemoramananewChristiansong #humansagar#humanesagar #hemaramana #humansagarnewchristiansong #humansagarchristmassong #humansagarlovesong #humansagarchristiansadsong #humansagarstatusvedio #firstlovecreation #achidinemarana #dinesandhyanaiasiba #swagatkara #akhiruluhajharuchi #amitbadanayaknewodiachristiansong #topodiabhajan #topodiaromanticsong #latestnews #newhindisong #humansagarnewsong #humansagarstatus #humansagarsambalpurisong #humansagardjsong #humansagrabhinandansong #amitpaniofficial #repranatrackkarokehumansagar #abmusic #ananyasritamnanda #besaharaodiachristiansong #asimapandachristiansong #sasankasekharchristiansong #yeshuaministries #amitkamblechristiansong #sheldonbangera #cameronmendessong #yabeshnagsong #zaruratband #ankurmasihsong #sunnyviswassong #pakistanichristiansong #nepalichristiansong #punjabichristiansong #assamchristiansong #bengalichristiansong #tamilchristiansong #teluguchristiansong #malayalamchristiansong #achidinemarana #ananyasritamnanda #kumarsanusongs #anilkant #shreeyakant #humansagarchristmassong #Jesus Song#aseema_panda #amulyaprema #premakalajebe #etharaphagune #bhalalagemotejisunama #prasadlima #bijaymajhi #amitbadanayak #amitbadnayakchristiansong #salemlima #ajitkumardigal #asimapandasambalpurisong #humanesagarnewodiaromanticsong #firemedia #samparkChristiansong #asuchhantirajahumansagarchristiansong