Русские видео

Сейчас в тренде

Иностранные видео


Скачать с ютуб ଇଓସିନୋଫିଲିଆ କ’ଣ – ଏହା କାହିଁକି ହୁଏ? | Dr Sangram Keshari Mahapatra on Eosinophilia in Odia в хорошем качестве

ଇଓସିନୋଫିଲିଆ କ’ଣ – ଏହା କାହିଁକି ହୁଏ? | Dr Sangram Keshari Mahapatra on Eosinophilia in Odia 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଇଓସିନୋଫିଲିଆ କ’ଣ – ଏହା କାହିଁକି ହୁଏ? | Dr Sangram Keshari Mahapatra on Eosinophilia in Odia

#Eosinophilia #OdiaHealthTips #DoctorAdvice ଇଓସିନୋଫିଲିଆ ବା ସାଧାରଣ ଲୋକେ ଏହାକୁ ଇସନଫୁଲିଆ କହିଥା’ନ୍ତି। ଅଧିକାଂଶ ଲୋକ ଏହାକୁ ଥଣ୍ଡା ରୋଗ ବୋଲି ଭାବିଥାଆନ୍ତି। ତେବେ ଇଓସିନୋଫିଲିଆ କ’ଣ? ଇଓସିନୋଫିଲ ବଢ଼ିଗଲେ କେଉଁ କେଉଁ ସମସ୍ୟା ହୋଇପାରେ? ଏନେଇ ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ଆସନ୍ତୁ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଇଓସିନୋଫିଲିଆ କ’ଣ? (0:00) ଇଓସିନୋଫିଲ ବଢ଼ିଗଲେ କ’ଣ ସମସ୍ୟା ହୁଏ? (1:30) ଇଓସିନୋଫିଲ ବଢ଼ିଯିବାର କାରଣ କ’ଣ? (3:10) ଇଓସିନୋଫିଲର ପରୀକ୍ଷା (5:09) ଇଓସିନୋଫିଲିଆର ଚିକିତ୍ସା (6:20) ଡାକ୍ତରଙ୍କ ପରାମର୍ଶ (7:02) Most people think of Eosinophilia as a cold disease. Allergic reaction, watery eyes, runny nose are the general symptoms of Eosinophilia. So, What is Eosinophilia? Let us know more about its symptoms & Treatment from Dr Sangram Keshari Mohapatra, a General Physician. In this Video, What is Eosinophilia? (0:00) Complication with increasing Eosinophils (1:30) What is the reason for the increase in Eosinophils? (3:10) Diagnosis of Eosinophils (5:09) Treatment of Eosinophils (6:20) Doctor's Advice (7:02) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments