Русские видео

Сейчас в тренде

Иностранные видео


Скачать с ютуб ଘୁଙ୍ଗୁଡ଼ି ହେଉଛି କି? କେମିତି କରିବେ ଦୂର? | How to Stop Snoring in Odia | Dr Damodar Bindhani в хорошем качестве

ଘୁଙ୍ଗୁଡ଼ି ହେଉଛି କି? କେମିତି କରିବେ ଦୂର? | How to Stop Snoring in Odia | Dr Damodar Bindhani 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଘୁଙ୍ଗୁଡ଼ି ହେଉଛି କି? କେମିତି କରିବେ ଦୂର? | How to Stop Snoring in Odia | Dr Damodar Bindhani

#Snoring #OdiaHealthTips ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଘୁଙ୍ଗୁଡ଼ି ସମସ୍ୟାର ଶିକାର ହୁଅନ୍ତି। ତେବେ କାହିଁକି ଘୁଙ୍ଗୁଡ଼ି ହୁଏ? ଏହି ସମସ୍ୟାରୁ କେମିତି ପାଇବେ ମୁକ୍ତି? ଆସନ୍ତୁ ବରିଷ୍ଠ ଶ୍ୱାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କଠାରୁ ଅଧିକ ଜାଣିବା। Everyone from children to adults suffers from snoring problems. Snoring is noisy breathing while you sleep. What is the main cause of snoring? how to stop snoring? Let us find out the symptoms and prevention of snoring from Dr Damodar Bindhani, a senior Pulmonologist & Sleep specialist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Comments