Русские видео

Сейчас в тренде

Иностранные видео


Скачать с ютуб madhupur gada Palace/Jajpur/ମଧୁପୁରଗଡ଼/ଯାଜପୁର в хорошем качестве

madhupur gada Palace/Jajpur/ମଧୁପୁରଗଡ଼/ଯାଜପୁର 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



madhupur gada Palace/Jajpur/ମଧୁପୁରଗଡ଼/ଯାଜପୁର

#gadamadhupur gadamadhupur Palace/Jajpur/Odisha/ମଧୁପୁର ଗଡ଼/ଯାଜପୁର/ଯାଜପୁର #madhupurgadapalce‎ @Go Deepak  ରକ୍ତାତ ଉଆସ ଏହି ରାଜପ୍ରସାଦ ର ଇତିହାସ ଅନେକ କଥା କୁହେ। ପୁରୁଷୋତ୍ତମ ଦେବଙ୍କ ସମୟରେ ରାଜସ୍ଥାନ ରୁ ବହୁତ ସାମନ୍ତ ରାଜା ପୁରୀ ଆସିଲେ ବସତି ସ୍ଥାପନ କରିବା ଲାଗି। ଏତେ ସଂଖ୍ୟକ ରାଜା ଙ୍କୁ ସ୍ଥାନ ଦବା କୁ ସମ୍ଭବପର ହେବନି ବୋଲି ଚିନ୍ତାକରି ଗଜପତି ମହାରାଜା ନିଜ ଉଆସର ମୁଖ୍ୟଦ୍ୱାର ରେ ଏକ ଅସ୍ତ୍ର ଲଗାଇଲେ।ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ରେ ଖଣ୍ଡା ଲଗାଇଲେ। ସେଥିରେ ବହୁତ ରାଜା ଙ୍କ ମୃତ୍ୟୁ ହୋଇଥିଲା। ମାତ୍ର କିଛି ବଂଚି ଯାଇଥିଲେ।ଯୋଉମାନେ ବଂଚି ଥିଲେ ସେମାନଙ୍କୁ ରାଜା ଯୁଦ୍ଧ କରିବା ଲାଗି ପଡୋଶୀ ରାଜ୍ୟ କୁ ପଠାଇ ଦେଇଥିଲେ।ସୈ ଯୁଦ୍ଧ ରେ ମଧୁ ସିଂ ଏବଂ ବଳରାମ ସିଂ ବିଜୟୀ ହୋଇଥିଲେ। ଗଜପତି ମହାରାଜା ଏଥିରେ ଖୁସି ହୋଇ ତାଙ୍କୁ ଓଡ଼ିଶା ରେ ଯେକୌଣସି ସ୍ଥାନରେ ରହିବା ଲାଗି କହିଥିଲେ। ଏମାନେ ଏଠାରେ ରହିଥିଲେ ଏଠାରେ ଥିବା ବ୍ରାହ୍ମଣ ଶାସକ( ରାଣୀ) ଙ୍କୁ ପରାସ୍ତ କରି ରାଜ୍ୟ ଗଠନ କରିଥିଲେ। ଫଳରେ ତାଙ୍କରି ନାମରେ ନାମିତ ହେଲା ମଧୁପୁର ଗଡ଼। ଏବଂ ବଳରାମ ସିଂ ଙ୍କ ନାମାନୁସାରେ ବଳରାମ ପୁର ଗଡ଼। ଯେଉଁ ରାଣୀ ଙ୍କୁ ପରାସ୍ତ କରିଥିଲେ ତାଙ୍କର ନାମ ଥିଲା କମ। ରାଣୀ ଙ୍କ ନାମାନୁସାରେ ଆଜି ବି କମାଗଡ ଗ୍ରାମ ଦଣ୍ଡାୟମାନ। ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲ କୁ ଲାଇକ ସେୟାର କରିବା ସହିତ ସବସ୍କ୍ରାଇବ କରନ୍ତୁ ଏବଂ ବେଲ ଆଇକନ ଦବାଇ ଦିଅନ୍ତୁ। ଜୟ ଜଗନ୍ନାଥ 🙏 ଜୟ ମା ବିରଜା 🙏 #madhupurgadapalace #madhupurgada ‪@Godeepak‬ #gadamadhupur palace gadamadhupur jagannath temple... gadamadhupur gadamadhupur jajpur gadamadhupur rajabati jajpur jajpur gadamadhupur #palace

Comments