Русские видео

Сейчас в тренде

Иностранные видео


Скачать с ютуб Nadia Tela 2.0// ନଡ଼ିଆ ତେଲ 2.0//Mr Pralaya music//Mr pralaya comedy//Odia Song//Odia Music//Pralu// в хорошем качестве

Nadia Tela 2.0// ନଡ଼ିଆ ତେଲ 2.0//Mr Pralaya music//Mr pralaya comedy//Odia Song//Odia Music//Pralu// 1 месяц назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Nadia Tela 2.0// ନଡ଼ିଆ ତେଲ 2.0//Mr Pralaya music//Mr pralaya comedy//Odia Song//Odia Music//Pralu//

Watch Nadia tela 2.0,Baibhav Prusty Odia New Song Monsoon Special... Song Credits: ✽ Song : Nadia tela 2.0 ✽ Singer : Baibhav prusty ✽ Lyrics : Pralu & Sunil Maharana ✽ Music: Baidyanath dash ✽ Keyboard : Anshuman ✽Dhol & Nisaan : Manish Daa,Pramod Daa ✽ Rythm: Babu Dada ✽ Making/Edit: Pratyus Raja ✽ Post Production: PP VISUAL PRODUCTION whatsapp - (6370244113,9556561503) ✽ Poster: DK Edits ✽ Recorded At: Smruti Studio,Kesura,BBSR ✽ Recording & Mixing by : Smruti Studio,Kesura,BBSR ✽ Banner: Mr Pralaya Comedy ✽ Producer: Mr Pralaya ✽ Music Label: Mr Pralaya music Special thanks to Jitu Bhai,Satya bhai ,Rohit Bhai Listen To The Song Now On: ✽ JioSaavn: ✽ Wynk: ✽ Spotify: ✽ Amazon Music: ✽ Apple Music: ✽ Youtube music: Song Lyrics: ଯାତେରା ଦେଖି ରାତି ଅଧିଆ ଯାଉଥିଲୁ ହିଲ୍ ଟେକି ଟେକିକା ତୋତେ ଦେଖି ହେଲା ବିନ୍ଧା ଛିଟିକା ଖରାବେଳିଆ ଗଧେଇଗଲୁ ନଈପଠାକୁ ପାଦ ଚିପିକା ମନେ ମନେ କଲି ତୋତେ ପ୍ରେମିକା ଚିକଣ ଚାକଣ ଚେହେରା ତୋର ଚିକିମିକି କରୁଥିଲା ରହସ୍ୟ ଟା ଜାଣିବା ପାଇଁ ମନ କୁଲୁ କୁଲୁ ହେଲା ଆଲୋ ଏତେ ଦିନ ପରେ ଉତ୍ତର ଦଉଛି ପାଇଗଲି ତୋତେ ଭଲ ନଈ ପାଣି...... ଗେରେ....ଗେରେ ଖଲ ଖଲ...... ଗେରେ.... ଗେରେ ଆ.....ନ....ନ....ନ....ନ.......... ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ .....................Music......................... ଗୁମୁତାକ......ଗିନୁତାକ ଚିକିଟା ବାଲି ମଲା ମଲା.... ତୁଠ ସିଉଳି ପାଦ ଖସିଗଲା ଅଜାଣତେ ତୋର ଯେତେବେଳେ ତେଲ ଡବା ତୋର ଛିଟିକି ପଡ଼ିଲା ସେତେବେଳେ ................Music............... Meeting ବସିଲା ଗାଁ.....ରେ....ଖଟ ବୁଲିଲା ଅମୁକ ଝିଅର ତେଲ ଡବା ସାଲା କିଏ ନେଲା ଭାସିଆ News ଗଳିକନ୍ଦି ସାରା ହାଲ୍ଲା କଲା ହଳଦୀ ଗିନା ରେ ତେଲ ଜୁଡୁବୁଡୁ ମନ ଗଲା ମୋର ଲାଖି ମଉକା ଦେଖିକି ଚଉକା ମାରିଲେ ହେଇଯିବା ପାଖା ପାଖି ଆଲୋ..... ଭାବିନଥିଲି ମୁଁ ଚୋରି କରୁ କରୁ ଛାତିରେ କରିବୁ ଖାଲ ନଈ ପାଣି...... ଗେରେ....ଗେରେ ଖଲ ଖଲ...... ଗେରେ.... ଗେରେ ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ .....................Music......................... ଗୁମୁତାକ......ଗିନୁତାକ କେତେ struggle କରିଲା ପରେ ତମ ଘର ଚାରିପଟ ବୁଲା ବୁଲା କୁକୁରଟେ ସାଜି ସାଜି ପାଇଗଲି ସେଇ ତେଲ ଦୋକାନୀକୁ ଖୋଜି ଖୋଜି ................Music............... ତେଲ କିଣିଲି ମଖ ମଖ.........ମାଲିଶି ହେଲି କାଇଁ ପାଇଲିନି ତୋ ତେଲ ଡବାର ସେ କରାମତି ଡବା ଠିପି ମୁଁ ଖୋଲିକି ଆଜିବି ଖେଳୁଛି କିତିକିତି......କିତିକିତି...... କିତିକିତି ୨୦୧୪ ରୁ ଆସି ୨୪ ଛୁଇଁଗଲା ପୁରୁଣା ପୋଥି ର ପୁଣି ସିଲ୍ ଫିଟା ହେଲା ଆଲୋ ଜାଣିନଥିଲି ତୋ ତେଲର ବାସନା ହେଇଥିବ ଏତେ ଭଲ ନଈ ପାଣି...... ଗେରେ....ଗେରେ ଖଲ ଖଲ...... ଗେରେ.... ଗେରେ ନଈ ପାଣି ଖଲ ଖଲ..... ଖଲ ଖଲ ଖଲ ଖଲ ମୁଁ ସେଇ ବାଡ଼ିଖିଆ ନେଇଥିଲି ତୋ ନଡ଼ିଆ ତେଲ ଗୁମୁତାକ......ଗିନୁତାକ #odiasong​ #Nadiatela2.0 #Baibhav prusty #Baidyanathdash #pralu #mrpralaya #mrgulua #mrpralayacomedy #odiasong #odianewsong​ #odisharecords​ Follow Us On- Instagram- https://www.instagram.com/mr_pralaya_... Subscribe Our Channel For More Odia Songs...

Comments