Русские видео

Сейчас в тренде

Иностранные видео


Скачать с ютуб Aji Ame Jogya Santana Boli / Republicday / Patriotic Song / 26th January / MTC Odia/ Dalismita в хорошем качестве

Aji Ame Jogya Santana Boli / Republicday / Patriotic Song / 26th January / MTC Odia/ Dalismita 8 месяцев назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Aji Ame Jogya Santana Boli / Republicday / Patriotic Song / 26th January / MTC Odia/ Dalismita

Aji Ame Jogya Santana Boli / Republicday / Patriotic Song / 26th January / MTC Odia/ Dalismita Song - Aji Ame Jogya Santana Boli Singer - Dalismita Lyrics - Srichaitanya Music - Tikina Bhai Arrangement - Dipu Bhai Dop & Edit - Raj Sekhar (RAJA) ଆଜି ଆମେ ସ୍ୱାଧୀନ ଦେଶର ଯୋଗ୍ୟ ସନ୍ତାନ ବୋଲି ହାତରେ ଧରିଛୁ ତ୍ରିରଙ୍ଗା ପତାକା ବାଟଯେ ଚାଲୁଛୁ ଗର୍ବେ ଟେକି ମଥା ସ୍ବାଧିନର ଜୟ ଗାନ ଗାଇ ପାରୁଛୁ ଖୋଲି ତୁମେ ଥିଲ ବୋଲି... ତୁମେ ଥିଲ ବୋଲି...❣️ ଆଖି ଦେଖି ନାହିଁ ତୁମ ଵୀର ପଣ ଶୁଣିନି ବିଜୟ ଶଙ୍ଖ ମହାତ୍ମା ହେ ତୁମେ ଅହିଂସା ମାର୍ଗରେ ଭାଙ୍ଗିଛ ବିଦେଶୀ ଗର୍ବ ବାଣୀ ତୁମ ସୂକ୍ଷ୍ମ ଫୁଲ ସର ଟିଏ ଏ ଦେଶ ତୁମର ଜୟଗାନ ଗାଏ ତୁମରି ଅମୃତ ବାଣୀ ରହିଛି ରହିବ କାଲି ତୁମେ ଥିଲ ବୋଲି ତୁମେ ଥିଲ ବୋଲି....❣️ ଇତିହାସ କହେ ତୁମ ମହାନତା ମାଟିରେ ମିଶିଛି ଆଜି ଏ ମା କୋଳରେ ଜନମିଛୁ ଯେବେ ହେବୁ ଆମେ ତାର ଦାସୀ କାଶ୍ମିରୀ ଠାରୁ କନ୍ୟାକୁମାରୀ ଆଲୋ କିତ କରେ ଅନ୍ଧାର କୁ ଚିରି ସଙ୍ଗୀତର ତାଳେ ତାଳେ ଖେଳୁ ଆମେ ହୋଲି ତୁମେ ଥିଲ ବୋଲି... ତୁମେ ଥିଲ ବୋଲି...❣️🙏❣️ #mahatmagandhisong #October2 #tumethilaboli#pratidintv #odishabhaskar #pratidinnews #childsongs #patrioticsong #mtcodia #odiasong #odiapatrioticsong2023 #deshbhaktisong #jayhind #bandematram #15august #independenceday #odiaviralvideo #viralvideosong #singersrichaitanya #musictikinabhai #harghartiranga #viralsong #mtcodia #new2023song #odia

Comments