У нас вы можете посмотреть бесплатно JHUMI JHUMI NACHE MANA II ଝୁମି ଝୁମିନାଚେମନ или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса savevideohd.ru
JHUMI JHUMI NACHE MANA II ଝୁମି ଝୁମି ନାଚେ ମନ #jhumijhumi NEW CHRISTIAN SONG VIDEO ✝️✝️✝️✝️✝️🤎🤎🤎🤎 SINGER ... JOSHEPH PATAMAJHI TRACK WITH COVER SONG VODEO POSTER DESIGN .... JOSHEPH PATAMAJHI ODIA CHRISTIAN SONG ODIA CHRISTIAN SONG VOICE SONG ODIA TRACK MUSIC VIDEO ✝️✝️✝️✝️✝️🤎🤎🤎🎶🎶🎶 ଝୁମି ଝୁମି ନାଚେ ମନ ପାଇ ଆଜି ପରିତ୍ରାଣ ଅଧୀର ଆବେଗେ ଟିକେ ପ୍ରାଣ ବଜାରେ ଆନନ୍ଦେ ବାଜା ଆସୁଛନ୍ତି ଯୀଶୁରାଜା ଗାଅ ହାଲ୍ଲେଲୁୟା ଗାନ ହୋଶାନ୍ନା ଗାଇବା ତାନା ତାନା ହୋଶାନ୍ନା ତାନାନା ନାନା ନାନା ଗାଇବା ତାନାନା ନାନା ନାନା (୧) ଜଗତ କରତା ଆମ ପରମ ଈଶ୍ବର ଜାଣ ରଚିଲେ ସବୁ ସୁନ୍ଦର ଦିନରେ ସୁରୁଜ ସାଥେ ରାତିରେ ଚନ୍ଦ୍ରମା ନାଚେ ପ୍ରେମି ପିତାଙ୍କର ଏ ଦାନ ଆନନ୍ଦେ କର ଆଜି ଗାନ ଜଗତର ସର୍ବଜାତି ଗଣ (୨) ମୃତ୍ୟୁଛାୟା ପଥେ ମନ କରିଲେ ତୁହି ଗମନ ନିରାଶ ହେବୁନି ମୋ ପ୍ରାଣ ସେ ପ୍ରତିପାଳକ ଯୀଶୁ ପ୍ରାଣ ଦାତା ବନ୍ଧୁ ସଦା ସାଥେ ତୋ କରିବେ ଗମନ ଯୀଶୁଙ୍କ ଦେଇ ତୋ ଜୀବନ ସୁଖେ କରିବୁ କାଳ କ୍ଷେପଣ (ଧନ୍ୟବାଦ) #odiachristiansongs #new #music #song #jesus #video #viralvideo #musicvideo #track #karaoke #treanding #ochristdiachristiansonghumansagar #odiasong #hindi #hindichristiansong #hindisong #hepabitraatma #jhumijhumi #song #odiasong #new #newchristia #newchristiansong #old_is_gold #newjesus #newsong #asimapandanewodiachristiansong #love . #jesusvideo #hindichristianworshipsongs #jesussongs #filmjesus #song