Русские видео

Сейчас в тренде

Иностранные видео


Скачать с ютуб Babi behind the mining scam | ବିଜେଡିର ଖଣିଲୁଟ୍ ପଛରେ ବବି | The Quiver News в хорошем качестве

Babi behind the mining scam | ବିଜେଡିର ଖଣିଲୁଟ୍ ପଛରେ ବବି | The Quiver News 2 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Babi behind the mining scam | ବିଜେଡିର ଖଣିଲୁଟ୍ ପଛରେ ବବି | The Quiver News

ନିଜ ଅଞ୍ଚଳରୁ ବିଜେଡିକୁ ସିଧା ମାଡ଼ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ନବୀନ ସରକାର ସମୟରେ ରାଜ୍ୟର ଖଣି ଲୁଟ୍ ନେଟୱର୍କର ପୋଲ ଖୋଲି ଦେଇଛନ୍ତି। ମୋହନଙ୍କ ଇଙ୍ଗିତ ସିଧା ସଳଖ ଯାଉଛି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଆଡ଼କୁ। ବବି ପୂରା ଖଣି ଦୁର୍ନୀତିର ମୁରବୀ ଥିବା ସେ ଇଙ୍ଗିତ ଦେଇଛନ୍ତି। କେନ୍ଦୁଝରର ଖଣି ଲୁଟ୍କୁ ସେ ବିରୋଧ କରିବାରୁ ବିଜେଡିରେ ନିଜକୁ କ୍ରିତଦାସ କହୁଥିବା ନେତା ହିଁ ମୋହନଙ୍କୁ ଅଫର ଦେଇଥିଲେ। ଏକଥା କହି ସେ ବବିଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଛନ୍ତି। #thequiver #thequivernews #odianews #odishanews #naveenpattnaik #vkpandian #mohanmajhi #cmodisha #babidas THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News! Get Touch With Us! -------------------------- Subscribe "THEQuiverNews" in YouTube!    / @thequivernews   Like us in Facebook:   / thequiverofficial   Follow us in Instagram:   / thequivernews   Follow us in Twitter:   / thequivernews   Visit our website: https://thequiver.in/ Follow us in LinkedIn:   / thequivernews  

Comments