Русские видео

Сейчас в тренде

Иностранные видео


Скачать с ютуб ଆଣ୍ଠୁଗଣ୍ଠି ବିନ୍ଧା ହେଉଛି କି? | Knee Pain in Odia | Anthu Bindha Treatment | Dr Aurobinda Das в хорошем качестве

ଆଣ୍ଠୁଗଣ୍ଠି ବିନ୍ଧା ହେଉଛି କି? | Knee Pain in Odia | Anthu Bindha Treatment | Dr Aurobinda Das 1 год назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଆଣ୍ଠୁଗଣ୍ଠି ବିନ୍ଧା ହେଉଛି କି? | Knee Pain in Odia | Anthu Bindha Treatment | Dr Aurobinda Das

#KneeProblem #odiahealthtips ବୟସ ବଢ଼ିଲେ କିମ୍ବା ଅନ୍ୟ କୌଣସି କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା ହୋଇପାରେ। ଯଦି ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହେ ଓ ଏହା ବ୍ୟକ୍ତିଙ୍କ ଜୀବନଶୈଳୀକୁ ପ୍ରଭାବିତ କରେ ତେବେ ଆଣ୍ଠୁ ପ୍ରତିରୋପଣ କରିବାକୁ ପଡ଼ିଥାଏ। ଆସନ୍ତୁ ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଆଣ୍ଠୁଜନିତ ବିଭିନ୍ନ ସମସ୍ୟା (0:00) କେତେବେଳେ ଜଣେ ଡାକ୍ତରଙ୍କ ପାଖକୁ ଯିବେ? (1:46) ଆଣ୍ଠୁଗଣ୍ଠି ସମସ୍ୟାର ଚିକିତ୍ସା (2:44) କେତେବେଳେ ଜଣେ ପ୍ରତିରୋପଣ କରିବେ? (3:54) କେଉଁମାନଙ୍କଠାରେ ଅଷ୍ଟିଓଆର୍ଥ୍ରାଇଟିସ୍‌ ହେବାର ଆଶଙ୍କା ଅଧିକ? (5:40) ଆଣ୍ଠୁ ପ୍ରତିରୋପଣକୁ ନେଇ ଡରନ୍ତୁ ନାହିଁ (6:30) ପ୍ରତିରୋପଣ ପରେ ସାବଧାନତା (9:50) ଆଣ୍ଠୁଜନିତ ସମସ୍ୟାକୁ ରୋକିବେ କିପରି? (10:32) Knee joint pain is a common condition that can be caused by a variety of factors and affects people of all ages. Common causes of knee joint pain include osteoarthritis, rheumatoid arthritis, ligament injuries etc. What is the treatment of Kee Pain? Let’s know more from Dr Aurobinda Das, an Arthroscopy & Joint Replacement Surgeon. In this Video, Various problems related to the Knee, in Odia (0:00) When to Consult a doctor? in Odia (1:46) Treatment of Knee Problems, in Odia (2:44) When should one have an implant? in Odia (3:54) Who are at a higher risk of developing osteoarthritis? in Odia (5:40) Don't be afraid of Knee Implants, in Odia (6:30) Precautions after Knee Replacement, in Odia (9:50) Prevention of Knee Problems, in Odia (10:32) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments