Русские видео

Сейчас в тренде

Иностранные видео


Скачать с ютуб ଦୁଃଖ ସିନ//ଜବରଦସ୍ତ ଅଭିନୟ//Best scene//Ha krushna boli jau jiba//sibani ganantya//Gaura das//kaberi в хорошем качестве

ଦୁଃଖ ସିନ//ଜବରଦସ୍ତ ଅଭିନୟ//Best scene//Ha krushna boli jau jiba//sibani ganantya//Gaura das//kaberi 3 недели назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଦୁଃଖ ସିନ//ଜବରଦସ୍ତ ଅଭିନୟ//Best scene//Ha krushna boli jau jiba//sibani ganantya//Gaura das//kaberi

Video creadit by-Sibani ganantya ଧନ୍ୟ ବାଦ ସେ ରଚନା ଓ ନିର୍ଦ୍ଦେଶନା କୁ /ଯାତ୍ରା ଦେଖିଲା ବେଳେ ମନ ହଉଥିଲା ଚେୟାର ରୁ ଉଠିକି ଯାଇ green room ରେ ସମସ୍ତ କଳାକାର ଙ୍କୁ ମୁଣ୍ଡିଆ ମାରିବା ପାଇଁ! ହଜି ଯାଇଥିବା ତଥା ଲିଭି ଯାଇଥିବା ଓଡିଆ ପରମ୍ପରା ପ୍ରଭୂ ଭାଗବତ ଗୋସେଁଇ ଙ୍କୁ ନେଇ ଏତେ ସୁନ୍ଦର ନାଟକ ରଚନା କରାଯାଇ ପାରେ! ବୋଲି ଦେଖିଲା ପାରେ ଜାଣି ପାରିଲି ଏଥି ପାଇଁ ଯାତ୍ରା ଦେଖିଲା ବେଳେ ଭାବ ବିହୁଳ ହୋଇପଡ଼ିଲି କାରଣ ଆମର ଆରାଧ୍ୟ ଦେବତା ଭାଗବତ ଗୋସେଁଇ , ଆମ ଜେଜେ ଙ୍କ ବାପା ଦୀନବନ୍ଧୁ ସାହୁ ସ୍ଥାପନା କରି ଥିଲେ ଆମ ଭାଗବତ ଘର! ୪ପୀଡି ଧରି ପୂଜା ପାଉଛନ୍ତିପ୍ରଭୁ ! ମୁଁ ଏବଂ ଆମ ପରିବାର ଓ ମୋ ଦାଦା ବଡ଼ ବାପାଙ୍କ ପାରିବାର ଠାକୁରଙ୍କ ନିତି ପରମ୍ପରା ଇନ୍ଦୁ ପୂର୍ଣ୍ଣିମା ପୂଜା ବିଧି ସହିତ ଜଡ଼ିତ, ଠାକୁରଙ୍କ ସେବା ପୂଜା ପାଇଁ ସ୍ଵତନ୍ତ୍ର ଜମି ବାଡି ଅଛି! ଆମ ଘରର ଯେତେ ସୁଧ୍ୟ ଓ ଅସୁଧ୍ୟ କାମ ପଡ଼ିଲେ ବି ଆମ ପୁରୋହିତ ଆସି ଠାକୁରଙ୍କୁ ପୂଜର୍ଚ୍ଚନା କରନ୍ତି ସବୁବେଳେ ସାନ୍ଧ୍ୟ ହେଲେ ଘଣ୍ଟ ବାଜେ ସାନ୍ଧ୍ୟ ଧୂପ ଦିଆ ଯାଏ, ପାରିବାର ତଥା ସାହିରେ କିଛି ଅସୁବିଧା ସମୟ ଆସିଲେ ଆଗ ଆଖଣ୍ଡ ଦୀପ ଭାଗବତ ଘରେ ଜଳେ, ଦାଦା ବାପ କୁଆଡେ ବାହରକୁ କାମରେ ଗଲେ ଆଗ ଭାଗବତ ଗାଦିଙ୍କୁ ପ୍ରଣାମ କରି ବାହରକୁ ଯାଆନ୍ତି! କାର୍ତ୍ତିକ ପୂର୍ଣ୍ଣିମାରେ ଆମ ପଦନେଶ୍ୱର ଶିବ ମନ୍ଦୀର ପ୍ରାଙ୍ଗଣ ରେ ଯେତେ ବେଳେ ସପ୍ତା ବସେ ଆମ ଭାଗବତ ଗଦିରୁ ପୋଥି ଜାଇ ପୂଜା ପାଆନ୍ତି 🙏 ଏମିତି ଅନେକ କଥା ଅଛି କହିଲେ ସରିବନି ଠାକୁରଙ୍କ କଥା..... ଏଥିପାଇଁ; ମୁଁ ଅନୁମାନ କଲି ଯିଏ ରଚନା କରିଛନ୍ତି ନାଟକ ହା କୃଷ୍ଣ ବୋଲି ଯାଉ ଯିବ, ସେ SIR ନିଶ୍ଚିତ ଏହି ପରମ୍ପରା ସହିତ ଜଡ଼ିତ ଥିବେ ଓ ଭାଗବତ ଗୋସେଁଇ ଙ୍କ ମହିମା ଜାଣିଥିବେ!ନାଟକ ଟି ବହୁତ୍ ସୁନ୍ଦର ତଥା ଉଚ୍ଚ କୋଟୀର ହୋଇଛି! ଭବିଷ୍ୟତର ରେ -ଏହି ନାଟକ ଟି ତଥା ଶିବାନୀ ଗଣନାଟ୍ୟ ବହୁତ୍ ଜାଗାରେ ପ୍ରଶଂସିତ ହେବ କୋଟି କୋଟି ପ୍ରଣାମ 👑#ଶିବାନୀଗଣନାଟ୍ୟ ଅନୁଷ୍ଠାନ କୁ 🙏🙏🙏🙏🙏 ‪@KISHOREJATRA‬

Comments