Русские видео

Сейчас в тренде

Иностранные видео


Скачать с ютуб ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? | Spinal Problems in Odia | Signs & Treatment | Dr Atmaranjan Dash в хорошем качестве

ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? | Spinal Problems in Odia | Signs & Treatment | Dr Atmaranjan Dash 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? | Spinal Problems in Odia | Signs & Treatment | Dr Atmaranjan Dash

#SpinalProblems #OdiaHealthTips ମେରୁଦଣ୍ଡ ଜନିତ ଯନ୍ତ୍ରଣା ଯେପରିକି ବେକ ବିନ୍ଧା, ଅଣ୍ଟା ବିନ୍ଧା ହେଉଛି ଆଜିକାଲିର ସବୁଠୁ ସାଧାରଣ ସମସ୍ୟା। ବର୍ତ୍ତମାନର ଜୀବନଶୈଳୀ ଓ ଶାରୀରିକ ପରିଶ୍ରମର ଅଭାବ ତଥା ଅନ୍ୟାନ୍ୟ କାରଣ ଯୋଗୁଁ ମେରୁଦଣ୍ଡ ଜନିତ ସମସ୍ୟା ଅଧିକ ଦେଖାଦେଉଛି। ତେବେ ଏହାର ଚିକିତ୍ସା କ’ଣ ଓ ଏହାକୁ ରୋକିବା କିପରି? ସେନେଇ ଆସନ୍ତୁ ବିଶିଷ୍ଟ ନ୍ୟୁରୋ ସ୍ପାଇନ୍‌ ସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? (0:00) ଅଣ୍ଟା ଯନ୍ତ୍ରଣାର କାରଣ କ’ଣ ହୋଇଥାଏ? (0:56) ବୟସ ଅନୁଯାୟୀ କ’ଣ କ’ଣ ଲକ୍ଷଣ ଦେଖାଦେଇଥାଏ? (7:21) ଜଣେ କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ? (9:07) ଅଣ୍ଟା ଯନ୍ତ୍ରଣାର ଚିକିତ୍ସା (10:15) ଚିକିତ୍ସା ପରେ କ’ଣ କରିବା ଆବଶ୍ୟକ? (16:12) ମେରୁଦଣ୍ଡ ଯନ୍ତ୍ରଣାକୁ ରୋକିବେ କିପରି? (17:13) ଜିମ୍‌ ଯିବା ପୂର୍ବରୁ ସାବଧାନତା (19:49) Spinal pain such as neck pain and back pain are common problems nowadays. Problems with the spine are becoming more common due to unhealthy lifestyles followed by many people with limited physical exercise. So what are common spinal problems? How do you keep your spine healthy? Let's know more from Dr Atmaranjan Dash, Neuro Spine Surgeon. In this Video, Why does spinal pain occur? in Odia (0:00) Causes of back pain, in Odia (0:56) Spinal cord symptoms by age, in Odia (7:21) When to go to the doctor? in Odia (9:07) Treatment of back pain, in Odia (10:15) What to do after treatment? in Odia (16:12) Prevention of spinal pain, in Odia (17:13) Precautions you should take before you go to the gym, in Odia (19:49) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments