Русские видео

Сейчас в тренде

Иностранные видео


Скачать с ютуб ଡାଏବେଟିସ୍‌ ରୋଗୀଙ୍କ ଡାଏଟ୍‌: କେମିତି ହେବା ଦରକାର? | Diet to control Diabetes, Odia | Sushri Sangita Jena в хорошем качестве

ଡାଏବେଟିସ୍‌ ରୋଗୀଙ୍କ ଡାଏଟ୍‌: କେମିତି ହେବା ଦରକାର? | Diet to control Diabetes, Odia | Sushri Sangita Jena 3 месяца назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ଡାଏବେଟିସ୍‌ ରୋଗୀଙ୍କ ଡାଏଟ୍‌: କେମିତି ହେବା ଦରକାର? | Diet to control Diabetes, Odia | Sushri Sangita Jena

#DiabetesDiet #DiabetesManagement #OdiaHealthTips ଡାଏବେଟିସ୍ ପରିଚାଳନା କରିବାରେ ଆପଣଙ୍କ ଖାଦ୍ୟଶୈଳୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ, କେତେକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ ସ୍ତର ବଢ଼ିଯାଏ ଏବଂ ଅନେକ ଜଟିଳତାର ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ, ଖାଦ୍ୟ ବିଶେଷଜ୍ଞ ସୁଶ୍ରୀ ସଙ୍ଗୀତା ଜେନାଙ୍କଠାରୁ ଡାଏବେଟିସ୍‌ ପରିଚାଳନା ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଡାଏବେଟିସ୍‌ ଥିଲେ ଆପଣଙ୍କ ଡାଏଟ୍‌ କେମିତି ହେବା ଦରକାର? (0:00) ଡାଏବେଟିସ୍‌ ନିୟନ୍ତ୍ରଣ କରିବା ପାଇଁ ଟିପ୍ସ (5:41) Diabetes is a major health issue that many people live with. Diet is a very important part of the management of #Diabetes. How should the #diet be if you have Diabetes? Let’s know more about the #DiabetesDiet from Sushri Sangita Jena, a Nutritionist. In this Video, Diet for Diabetes Patients, in Odia (0:00) Tips to control Diabetes, in Odia (5:41) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Comments