Русские видео

Сейчас в тренде

Иностранные видео


Скачать с ютуб ମୁଁ ଗୀର ଗୋମାତା booking କଲି // How to gir cow booking in Odisha // By BISWA GOMATA SURAKHYA - BGS в хорошем качестве

ମୁଁ ଗୀର ଗୋମାତା booking କଲି // How to gir cow booking in Odisha // By BISWA GOMATA SURAKHYA - BGS 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ମୁଁ ଗୀର ଗୋମାତା booking କଲି // How to gir cow booking in Odisha // By BISWA GOMATA SURAKHYA - BGS

ବିଶ୍ୱ ଗୋମାତା ସୁରକ୍ଷା ( BGS ) Mob+Call+Whatsaap--9778413523 ଗୀର, ସାହିୱାଲ, କାକ୍ରେଜ, ଥାରପାରକର, ହରିୟାନା, ରାଠି,  ଗାଈ ପାଇଁ ଯୋଗାଯୋଗ କରନ୍ତୁ :- Call+Whatsaap--9778413523 Teligram Channel Link :- https://t.me/biswagomatasurakhya Official Email = [email protected] Facebook Page link :- https://m.facebook.com/Biswa-Gomata-S... Instagram link:-   / sanjibdas111   Twitter Link:- https://twitter.com/SanjibD12308816?s=09 Biswa Gomata Surakhya BGS Youtube Channel Links:-    / wwwsanjibdas61   Satyam Store LifeStyle YouTube Channel Links:-    / @bgsstore   Telegram Channel Link = BISWA GOMATA SURAKHYA = https://t.me/biswagomatasurakhya 🙏 #BISWA_GOMATA_SURAKHYA_BGS            (  BISWA GOMATA SURAKHYA  )           ଗୋମାତା ବୁକିଙ୍ଗ ପାଳନ ଓ କିଣିବା ନୀତି ନିୟମାବଳୀ 01- ଯେଉଁ ଗୋମାତା 10 ରୁ 12 ଲିଟର ଖିର ଦେଉଥିବ ସେଭଳି ଗୋମାତା ର ମୂଲ୍ୟ Rs.95,000/- ଟଙ୍କା ରୁ ଆରମ୍ଭ ହୋଇଥାଏ !! 02- ଯେଉଁ ଗୋମାତା 10 ରୁ 12 ଲିଟର ଖିର ଦେଉଥିବ ସେଭଳି ଗୋମାତା ର ବାଛୁରୀ ବୟସ 18 ମାସରୁ ଆରମ୍ଭ କରି 30 ପର୍ଯ୍ୟନ୍ତ ହୋଇଥିବ ସେଭଳି ବାଛୁରୀ ର ମୂଲ୍ୟ Rs. 75,000/- ଟଙ୍କା ରୁ ଆରମ୍ଭ ହୋଇଥାଏ  !! 03- ଯେଉଁ ଗୋମାତା 16 ରୁ 18 ଲିଟର ଖିର ଦେଉଥିବ ସେଭଳି ଗୋମାତା ର ମୂଲ୍ୟ Rs.210,000/- ଟଙ୍କା ରୁ ଆରମ୍ଭ ହୋଇଥାଏ !! 04- ଯେଉଁ ଗୋମାତା 16 ରୁ 18 ଲିଟର ଖିର ଦେଉଥିବ ସେଭଳି ଗୋମାତା ର ବାଛୁରୀ ବୟସ 18 ମାସରୁ ଆରମ୍ଭ କରି 30 ପର୍ଯ୍ୟନ୍ତ ହୋଇଥିବ ସେଭଳି ବାଛୁରୀ ର ମୂଲ୍ୟ Rs.160,000/- ଟଙ୍କା ରୁ ଆରମ୍ଭ ହୋଇଥାଏ  !! 05- ନାମି ଦାମୀ ଗୋଶାଳା ମାନଙ୍କରେ ଯେଉଁ ଗୋମାତା 10 ରୁ 12 ଲିଟର ଖିର ଦେଉଥିବ ସେଭଳି ଗୋମାତା ର ମୂଲ୍ୟ ମଧ୍ୟ୍ୟ Rs.150,000/- ଟଙ୍କା ରୁ ଆରମ୍ଭ ହୋଇଥାଏ !! 06- ଗୋମାତା ମାନଙ୍କର ଉପରୋକ୍ତ ମୂଲ୍ୟରେ ଯୋଗ୍ୟତା ଅନୁସାରେ ମୂଲ୍ୟ ବଢ଼ିପାରେ କିନ୍ତୁ ତାହାଠାରୁ କବିବ ନାହିଁ  !! 07- ପ୍ରତ୍ୟକ ଗୋମାତା ର କିଣା ମୂଲ୍ୟରେ ବାହାର ରାଜ୍ୟରୁ ଓଡିଶା ର ବିଶ୍ୱ ଗୋମାତା ସୁରକ୍ଷା ଗୋଶାଳା ପର୍ଯ୍ୟନ୍ତ ଗାଡି ଭଡ଼ା ଚାର୍ଜ ମିଶିକରି ରହିଥାଏ  !! 08- ଗୋମାତା ପାଳନ କରିବା ଓ କିଣିବା ପାଇଁ ଆଗ୍ରିମ Rs.10,000/- ରୁ Rs.20,000/- ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ ବା ଜମାକରିବାକୁ ପଡିଥାଏ ଯାହାକି ଫେରସ୍ତ ଯୋଗ୍ୟ ନୁହେଁ  !! 09- ଥରେ ଟଙ୍କା ଦେଇ ବୁକିଙ୍ଗ କରି ସାରିବା ପରେ କୌଣସି ପରିସ୍ଥିତି ରେ ମଧ୍ୟ ବୁକିଙ୍ଗ କର୍ତ୍ତାଙ୍କୁ ବୁକିଙ୍ଗ ବା ଆଗ୍ରୀମ ଟଙ୍କା ଫେରସ୍ତ ଦିୟା ଯାଇପାରିବ ନାହିଁ  !! 10-  ବୁକିଙ୍ଗ କର୍ତ୍ତା ଅନଲାଇନ ମାଧ୍ୟମରେ ଗୋମାତା ର ଫଟୋ ଓ ଭିଡ଼ିଓ ଦେଖି କିଣି ସାରିବା ପରେ ସେହି ଗୋମାତା କୁ ନିଜ ଘରକୁ ନେବାପାଇଁ ବାଧ୍ୟ  !! 11- ବୁକିଙ୍ଗ କର୍ତ୍ତା ଅନଲାଇନ ମାଧ୍ୟମରେ ଗୋମାତା ର ଫଟୋ ଓ ଭିଡ଼ିଓ ଦେଖି କିଣି ସାରିବା ପରେ ସେହି ଗୋମାତା କୁ ନିଜ ଘରକୁ ନେବାପାଇଁ ବାଧ୍ୟ ଯଦି କୌଣସି ପରିସ୍ଥିତି ରେ ଗୋମାତାଙ୍କୁ ଯଦି ବାତିଲ ବା କ୍ୟାନ୍ସଲ କରିବାକୁ ଚାହାଁନ୍ତି ତାହାଲେ ବଜାର ବୁଲ୍ୟରେ ନିଲାମ କରାଯାଇ କ୍ରେତାକୁ ତାଙ୍କ ବଳକା ଟଙ୍କା ଫେରସ୍ତ କରାଯିବା ଓ ଯାହା ଆର୍ଥିକ କ୍ଷତି ହେବ ତାହାକୁ ଗୋମାତା କ୍ରେତା ବହନ କରିବେ ବା କ୍ଷତି ସହିବେ  !! 12- ଅତଦ୍ଵାରା ମୁଁ ଆମ୍ଭେ ନାମ ଶ୍ରୀ / ଶ୍ରୀମତୀ ଘୋଷଣା କରୁଛୁକି ଉପରୋକ୍ତ ନିୟମ ଓ ସର୍ତ୍ତାବଳି କୁ ପଠନ କରି ହସ୍ତାକ୍ଷର କରୁଛି ଯଦି ଏଥିରେ କୌଣସି ଖିଲାପ କରେ ସେଥିପାଇଁ ମୁଁ ନିଜେ ଦାଈ ରହିବା ସହିତ ନିଜର ଆର୍ଥିକ ଓ ଧାର୍ମିକ କ୍ଷତି ସହିବି  !! 13- ଯଦି ଗୋମାତା ବୁକିଙ୍ଗ କର୍ତ୍ତା ଡିଜିଟାଲ ପ୍ରଚାର ଓ ଵିଜ୍ଞାପନ ଦେଖି ବିଶ୍ୱ ଗୋମାତା ସୁରକ୍ଷା ଅଫିସ ନଆସି ଅନଲାଇନ , UPI , ଟ୍ରାନ୍ସଫର କିମ୍ବା ବ୍ୟାଙ୍କ ଶାଖା ମାଧ୍ୟ୍ୟମରେ ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ଡିପୋଜିଟ କରି ଗୋମାତା କୁ ମୋବାଇଲ ଫୋନ ମାଧ୍ୟମରେ କଲ କରି ବୁକିଙ୍ଗ କରନ୍ତି ତାହାଲେ ସର୍ତ୍ତାବଳି ବା ନିୟମ କ୍ରମାଙ୍କ ସଂଖ୍ୟା No. 12 ଓ 22 ( 12 / 22 ) ରେ ବିନା ହସ୍ତାକ୍ଷର , ଦସ୍ତଖତ ମାଧ୍ୟମରେ ମଧ୍ୟ୍ୟ ସର୍ତ୍ତାବଳି ବା ନିୟମ କାର୍ଯ୍ୟକାରୀ କରିବ ବା ବଳବତ୍ତର ରହିବ  !! 14- ବିଶ୍ୱ ଗୋମାତା ସୁରକ୍ଷା ରେ କେବଳ ସନାତନୀ ହିନ୍ଦୁ ମାନଙ୍କୁ ଗୋମାତା ଦିଆଯାଏ ଏବଂ ଆଧାର କାର୍ଡ ଡିପୋଜିଟ କରିବାକୁ ପଡେ  !! 15- ବିଶ୍ୱ ଗୋମାତା ସୁରକ୍ଷା ଗୋଶାଳା ଠାରୁ ଗୋମାତା କ୍ରେତା ନିଜ ଘରକୁ ରାସ୍ତାରେ ଗୋମାତା ନେବାପାଇଁ ନିଜ ସରପଞ୍ଚ ଙ୍କ ଠାରୁ ତାଙ୍କ ଲେଟର ପ୍ୟାଡ଼ ରେ କୃଷି ଓ ଦୁଧ ପାଇଁ ମୁଁ ବିଶ୍ୱ ଗୋମାତା ସୁରକ୍ଷା ଗୋଶାଳା ଠାରୁ ନିଜ ଘର ଆଡ୍ରେସ ଯାଏ ଆଣିବାକୁ ଚାହୁଁଚି ଲେଖିକି ଆଣିବାକୁ ପଡିବ  !! 16- ଗୋମାତା ସୁରକ୍ଷା ଦୃଷ୍ଟିରୁ ଗୋମାତାଙ୍କୁ ପାଳନ କର୍ତ୍ତା କେବେହେଲେ ଅଣ ହିନ୍ଦୁ ମାନଙ୍କୁ ବିକ୍ରୟ କରିପାରିବେ ନାହିଁ କାହିଁକିନା ଏଭଳି କାର୍ଯ୍ୟ କଲେ ବିଶ୍ୱ ଗୋମାତା ସୁରକ୍ଷା ର ପ୍ରକୃତ ଲକ୍ଷ୍ୟ ଓ ସଫଳତା ହାସଲ ହେବନାହିଁ ଏବଂ ପ୍ରତେକ କାର୍ଯ୍ୟକର୍ତା ମାନଙ୍କୁ ପାପ ମଧ୍ୟ୍ୟ ଲାଗିବ  !! 17- ଯଦି ଗୋମାତା ବିକିବାକୁ ଚାହାନ୍ତି ତାହାଲେ କେବଳ ନିଜ ଆଖପାଖ ରେ ଥିବା ସନାତନୀ ହିନ୍ଦୁ ମାନଙ୍କୁ ଏହି ନିୟମାବଳୀ ଦ୍ଵାରା ହସ୍ତାକ୍ଷର କରାଇ ଆଧାର କାର୍ଡ ରଖି ବିକ୍ରୟ କରିପାରିବେ  !! 18- ଗୋମାତା ପାଳନ କର୍ତ୍ତା ବିଶ୍ୱ ଗୋମାତା ସୁରକ୍ଷା ରୁ ନେଇଥିବା ନିଜ ଗୋମାତା କିମ୍ବା ଗୋମାତା ମାନଙ୍କର ସଂଖ୍ୟା ବଢିଲେ ଆମ କୁ ବିକ୍ରୟ କରି ପାରିବେ କିନ୍ତୁ ଆମଠାରେ ବିକ୍ରୟ ହେଲାପରେ ତାଙ୍କ ପ୍ରାପ୍ୟ ଟଙ୍କା ପାଇପାରିବେ ଏବଂ ଖାଇବା ଖର୍ଚ୍ଚ କାଟିବ ଗୋମାତା ମାଲିକଙ୍କ ଠାରୁ  !! 19- ବିଶ୍ୱ ଗୋମାତା ସୁରକ୍ଷା ର ଏଭଳି କାର୍ଯ୍ୟ ବିଶ୍ୱ ଓ ଗୋମାତା ମାନଙ୍କର ପ୍ରଚାର ପ୍ରସାର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ରହିବ  !! 20- ଆପଣ ମାନଙ୍କୁ ଆମ ସହିତ ଯୋଡି ହୋଇ ଉର୍ନତ ମାନର ଧର୍ମ ରକ୍ଷା କାରି କାର୍ଯ୍ୟ କରିବା ପାଇଁ ସ୍ୱାଗତ କରାଯାଉଛି  !! 21- ମୁଁ ଗୋମାତା ପାଳନ କରି ନିଜ ପରିବାରକୁ ଭୁଲ ଜୀବନ ଶୈଳୀରୁ ସୃଷ୍ଟି ହେଉଥିବା ରୋଗରୁ ରକ୍ଷା କରିବାକ ସହିତ ମାଟି ମା କୁ ରାସାୟନିକ କୀଟନାଶକ ଓ ସାରରୁ ରକ୍ଷା କରିବା ସହିତ ଯିବ ଜଗତକୁ ସୁରକ୍ଷା ଦେବାକୁ ଚାହୁଁଚି  !! 22- ଏତଦ୍ଵାରା ମୁଁ ଆମ୍ଭେ ନାମ ଶ୍ରୀ / ଶ୍ରୀମତୀ ____ ______ ______ ______ ____  ଘୋଷଣା କରୁଛୁକି ଉପରୋକ୍ତ ନିୟମ ଓ ସର୍ତ୍ତାବଳି କୁ ପଠନ କରି ହସ୍ତାକ୍ଷର କରୁଛି ଯଦି ଏଥିରେ କୌଣସି ଖିଲାପ କରେ ସେଥିପାଇଁ ମୁଁ ନିଜେ ଦାଈ ରହିବା ସହିତ ନିଜର ଆର୍ଥିକ ଓ ଧାର୍ମିକ କ୍ଷତି ସହିବି  !! ______________________       ______________________ ବିଶ୍ୱ ଗୋମାତା ସୁରକ୍ଷା ଦସ୍ତଖତ        ଗୋମାତା ବୁକିଙ୍ଗ କର୍ତ୍ତା ଦସ୍ତଖତ                          *** ସତ୍ୟମେବଜୟତେ ***

Comments