Русские видео

Сейчас в тренде

Иностранные видео


Скачать с ютуб SANGITARA SATA SURE || ସଙ୍ଗୀତର ସାତ ସୂରେ | ASIMA PANDA NEW ODIA CHRISTIAN SONG 2022 | AMIT BADANAYAK в хорошем качестве

SANGITARA SATA SURE || ସଙ୍ଗୀତର ସାତ ସୂରେ | ASIMA PANDA NEW ODIA CHRISTIAN SONG 2022 | AMIT BADANAYAK 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



SANGITARA SATA SURE || ସଙ୍ଗୀତର ସାତ ସୂରେ | ASIMA PANDA NEW ODIA CHRISTIAN SONG 2022 | AMIT BADANAYAK

SANGITARA SATA SURE || ସଙ୍ଗୀତର ସାତ ସୂରେ | ASIMA PANDA | NEW ODIA CHRISTIAN SONG 2022 | AMIT BADANAYAK ସମସ୍ତ ଶ୍ରୋତା ମଣ୍ଡଳୀକୁ AB MUSIC ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ନମସ୍କାର । PRAISE THE LORD.ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। ବାସ୍ତବରେ କହିବାକୁ ଗଲେ ପୂଜା ସ୍ତୁତି ଆରାଧନା ପାଇବାକୁ କେବଳ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ଯୋଗ୍ୟ ପରମେଶ୍ବର ଅଟନ୍ତି। ତାଙ୍କର କ୍ରିୟା ସକଳ ବର୍ଣ୍ଣନା କରିବା ଓ ପ୍ରେମର ପରିସୀମାକୁ କଳନା କରିବା ଅତ୍ୟନ୍ତ କଷ୍ଟକର ଅଟେ। ଏଣୁ ପ୍ରଥମ ଥର ପାଇଁ AB MUSIC ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ପୁଣି ଥରେ ଅସୀମା ପଣ୍ଡାଙ୍କ କଣ୍ଠରୁ ଆପଣ ମାନଙ୍କୁ ଭେଟି ଦେଉଛୁ ଏକ ଭିନ୍ନ ସ୍ୱାଦର ନୂଆ ମନଛୁଆଁ ଖ୍ରୀଷ୍ଟୀୟ ପ୍ରଶଂସା ଗୀତି Worship Song... "ସଙ୍ଗୀତର ସାତ ସୂରେ" ଶୁଣନ୍ତୁ ଏବଂ ପ୍ରଭୁଙ୍କର ପ୍ରଶଂସା ଗାନ କରନ୍ତୁ । Full Lyrics ସଙ୍ଗୀତର ସାତ ସୂରେ ବୀଣା ବଂଶୀ ବେହେଲାରେ ଭଜୁଥିବି ନିତି ଦିନ ପ୍ରିୟ ଯୀଶୁ ତୁମ ନାମ (୨ଥର) ପାଇବାକୁ ଯୋଗ୍ୟ ତୁମେ ପୂଜା ସ୍ତୁତି ସମ୍ଭ୍ରମ କେହି ନାହିଁ ଏ ଜଗତେ ହେବା ପାଇଁ ତୁମ ସମ ଭଜୁଥିବି ନିତି ଦିନ (୨ଥର).......=୦= ସରଗ ମରତ ଆକାଶ ତୁମେ କଲ ସୃଜନ ସୂର୍ଯ୍ୟ ଚନ୍ଦ୍ର ତାରା ବାରିଧି ତହିଁ କଲ ସ୍ଥାପନ ଏଇ ବନ ଲତା ପାହାଡ଼ ତୁମ ସୃଷ୍ଟିର ଦାନ ଜୀବଜନ୍ତୁ ପ୍ରାଣୀ ତୁମରି ହସ୍ତ କୃତ କରମ ଆପଣାର ସାଦୃଶ୍ୟରେ କଲ ମୋତେ ନିର୍ମାଣ କି ଦେଇ କି ଶୁଝିବି ମୁଁ ପ୍ରଭୁ ତୁମ ମହା ଋଣ ଭଜୁଥିବି ନିତି ଦିନ (୨ଥର).......=୧= କିଏ ବୁଝି ପାରିବ ତୁମ ସୃଷ୍ଟିର ସଂରଚନା କିଏ ମାପି ପାରିବ ତୁମ ପ୍ରେମର ପରିସୀମା ତୁମରି କ୍ରିୟା ସକଳକୁ କେ କରିବ ବର୍ଣ୍ଣନା ତୁମରି ଆଶିଷ ଦାନକୁ କେ କରିବ ତୁଳନା ସବୁଠାରୁ ତୁମ ନାମ ଅଟେ ପ୍ରଭୁ ମହାନ ସେହି ନାମେ ମିଳେ ସତେ ଶାନ୍ତି ମୁକ୍ତି ପରିତ୍ରାଣ ଭଜୁଥିବି ନିତି ଦିନ (୨ଥର).......=୨= Song Credits : Song : Sangitara Sata Sure (Studio Version) Singer : Asima Panda (Ollywood Singer) Lyrics : Amit Badanayak Music : Amit Badanayak (8895583382) Programming & Arrangement : Bapi Samal Record & Mixing : MRR Studio, Cuttack Recordist : Bunu Bhai Mastering By - Shaktiswar Mohapatra Camera & Edit : Digital Crew, Cuttack Production : AB Music Banner : AB Music Special Thanks : Tanu Limma & Tuna Jena Music label : AB music WhatsApp : 8895583382,7978601423 Contact : 7978601423,8895583382 ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links ତଳେ ଦିଆଯାଇଛି ଦେଖି ନିଅନ୍ତୁ ଫେରିଆ ଫେରିଆ (Humane Sagar)    • PHERIA PHERIA || ଫେରିଆ ଫେରିଆ || HUMAN...   ନାଉରୀ (JYOTIRMAYEE NAYAK)    • NAURI | ନାଉରୀ | NEW ODIA CHRISTIAN SO...   ରେ ମନ (HUMANE SAGAR)    • RE MANA | ରେ ମନ | HUMANE SAGAR | NEW ...   ସରଗ ରାଇଜ (SHASANK SEKHAR)    • SARAGA RAIJA | ସରଗ ରାଇଜ | NEW ODIA CH...   ଅଳପ ଆୟୁଷ (Ananya Sritam Nanda)    • ALAPA AYUSHA || ଅଳପ ଆୟୁଷ || ANANYA SR...   ଆସିଛି ବଡ଼ଦିନ Asima Panda (Studio Version)    • ASICHI BADADINA | ଆସିଛି ବଡ଼ଦିନ | NEW ...   ମହାମାରୀରୁ ରକ୍ଷା କର (Asima Panda)    • MAHAMARIRU RAKHYA KARA | ମହାମାରୀରୁ ରକ...   ପ୍ରଶଂସା ହେଉ ତୁମର (Amit Pani)    • PRASANGSA HEU TUMARA || ପ୍ରଶଂସା ହେଉ ତ...   ଆରାଧ୍ୟ ଈଶ୍ୱର (Ira Mohanty)    • ARADHYA ESWARA | ଆରାଧ୍ୟ ଈଶ୍ୱର | NEW O...   ଶୁଣ ମୋର କ୍ରନ୍ଦନ (Studio Version)    • SUNA MORA KRANDANA || ଶୁଣ ମୋର କ୍ରନ୍ଦନ...   ହେ ପ୍ରିୟ ଯୀଶୁ (FULL HD VIDEO)    • HALLELUJAH GAUTHIBI MU | ହାଲ୍ଲେଲୁୟା ଗ...   କାନ୍ଦେ ଆଜି ମୋ ଅନ୍ତର    • Kande Aji Mo Antara | କାନ୍ଦେ ଆଜି ମୋ ଅ...   ଲହୁ ଭିଜା ଲଲାଟ (Studio Version)    • LAHU BHIJA LALATA || ଲହୁ ଭିଜା ଲଲାଟ ||...   ମୁଁ ଯେ ଅକିଞ୍ଚନ (Studio Version)    • MU JE AKINCHANA || ମୁଁ ଯେ ଅକିଞ୍ଚନ || ...   ହେ ପ୍ରଭୁ (Full HD Video)    • HE PRABHU || ହେ ପ୍ରଭୁ || HUMANE SAGAR...   କେଡ଼େ ପ୍ରେମ କଲେ ବୋଲି (Studio Version)    • KEDE PREMA KALE BOLI || କେଡ଼େ ପ୍ରେମ କ...   ହେ କ୍ରୁଶଧାରୀ (Studio Version)    • NEW ODIA GOOD FRIDAY SPECIAL SONG 202...   କମ୍ପିଉଠେ ଏ ଧରା ଧାମ (Studio Version)    • KAMPIUTHE | କମ୍ପିଉଠେ | NEW ODIA CHRIS...   କେତେବେଳେ ଚାଲିଯିବ ଜୀବନ (Full Video)    • KETEBELE CHALIJIBA JEEBANA | କେତେବେଳେ...   କେତେ କାଳରେ ମନ (Studio Version)    • KETE KALA RE MANA || କେତେ କାଳ ରେ ମନ |...   ସତର୍କ ଟିକେ ରୁହ (Studio Version)    • Satarka Tike Ruha || Studio Version |...   ଶେଷ ଘଣ୍ଟି ( Full Video)    • SESHA GHANTI || ଶେଷ ଘଣ୍ଟି || HUMANE S...   ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)    • JISU MU TUMAKU HRUDE RAKHIBI | ANTARA...   " Amit Badanayak " ଏବଂ " AB MUSIC BANNER " ଦ୍ଵାରା ପ୍ରସ୍ତୁତ " SANGITARA SATA SURE " " Studio Version " ଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD || #sangitarasatasure #sangitarasatasuresong #asimapandachristiansongs #amitbadanayakchristiansongs #asimapandanewchristiansong #newodiachristiansongs #latestodiachristiansongs #asimapandanewsong #newodiachristiansong2022 #newodiachristiansongs2022 #asimapandanewodiachristiansong #aseemapanda #amitbadanayakchristiansongs2022 #newodiaviralsong #newodiachristiansong #aseemapandachristiansongs #amitbadanayakchristiansong #odiachristiansongs #odiachristiansongs2022 #newodiachristiansong #asimapanda #amitbadanayak #humanesagar #amitpani #bapisamal #abmusic #amitpanichristiansongs #humanesagarchristiansongs !!* ANTI-PIRACY WARNING *!! This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Comments