Русские видео

Сейчас в тренде

Иностранные видео


Скачать с ютуб Jeu Naame Ananta Jeebana | ଯେଉଁ ନାମେ ଅନନ୍ତଜୀବନ|New Odia Christian Song | Dipti Rekha & Samuel Nayak в хорошем качестве

Jeu Naame Ananta Jeebana | ଯେଉଁ ନାମେ ଅନନ୍ତଜୀବନ|New Odia Christian Song | Dipti Rekha & Samuel Nayak 3 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Jeu Naame Ananta Jeebana | ଯେଉଁ ନାମେ ଅନନ୍ତଜୀବନ|New Odia Christian Song | Dipti Rekha & Samuel Nayak

Jeu Naame Ananta Jeebana | ଯେଉଁ ନାମେ ଅନନ୍ତଜୀବନ|New Odia Christian Song 2021 | Dipti Rekha & Samuel Nayak ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ପ୍ରଭୁଙ୍କ ଅନୁଗ୍ରହ ସକାଶେ ଗୀତ ମାଧ୍ୟମରେ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ନିମିତ୍ତ ଏବଂ ପ୍ରଭୁଙ୍କର ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ SKB Music ଦ୍ୱାରା ଏକ ଭିନ୍ନ ଧରଣର ଓ ଏକ ଭିନ୍ନ ସ୍ୱାଦର ନୂଆ ମନଛୁଆଁ ଗୀତର Full Hd Video ନେଇକି ଆସୁଛୁ। ପ୍ରଭୁଙ୍କର ଗୌରବ ପାଇଁ ଗୀତ ଶୁଣନ୍ତୁ ଏବଂ ପ୍ରଭୁଙ୍କର ସାନିଧ୍ୟକୁ ଉପଲବ୍ଧି କରନ୍ତୁ। ଆଶା କରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ଗୌରବ ହେବା ସହିତ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ନିଶ୍ଚୟ ସହାୟକ ହେବ। ଗୀତଟି ଆପଣ ମାନଙ୍କ ଦ୍ଵାରା ଆଦୃତ ଲାଭ କଲେ ଆମର ପରିଶ୍ରମ ସାର୍ଥକ ହେବ। Praise The Lord. ଗାୟକ-ସାମୁଏଲ ନାୟକ ଏବଂ ଦୀପ୍ତି ରେଖା ଗୀତ ରଚନା ଏବଂ ସୌର ସଂଯୋଜନା- ଭରତ୍ ନାୟକ (କୁରେନ୍) ଗୀତ ନିର୍ଦ୍ଦେଶକ- ଜେ କୁମାର ନାୟକ YouTube channel -SKB MUSIC PRESENTS SONG CREDITS : Song : Jeun Name Ananta Jeebana Singer : Dipti Rekha and Samuel Nayak (70775 60590) Lyrics : Bharat Nayak (Kuren) Music Composition : Bharat Nayak (Kuren) Music Arrange : Bapi Samal Camera : Sumanta Gamango Producer : J. Kumar Nayak Recording : Pratibha Studio, Cuttack Recording by : Sundaram Mastering By : Sundaram Production : SKB Music WhatsApp : Contact : 9567340587, 8763592860. /song lyrics/ ଯେଉଁ ନାମେ ଅନନ୍ତ ଜୀବନ ସେହି ନାମେ ପରିତ୍ରାଣ -୨ ଥର ଯେଉଁ ନାମେ ଅନନ୍ତ ଜୀବନ ସେହି ନାମେ ପରିତ୍ରାଣ -୨ଥର ଗାଇବି ସେ ନାମ ଭଜିବି ସେ ନାମ-୨ ଥର ସେହି ନାମ ଯୀଶୁ ରାଜନ-୨ଥର ଯେଉଁ ନାମେ ଅନନ୍ତ ଜୀବନ ସେହି ନାମେ ପରିତ୍ରାଣ ୧.କର ମତେ ପ୍ରଭୁ ଦିନହୀନ କର ମତେ ସବୁଠାରୁ ସାନ ଲଡା ନାହିଁ ପ୍ରଭୁ ଧନ,ମାନ କରିନିଅ ତୁମ ପୁତ୍ର ସନ୍ତାନ-୨ଥର ହ.......... ହେ ଯିହବାଯିରି ଈଶ୍ବର ନନ୍ଦନ-୨ ଥର ପରିତ୍ରାଣ କଲ ସାଧନ -୨ ଥର ଯେଉଁ ନାମେ ଅନନ୍ତ ଜୀବନ ସେହି ନାମେ ପରିତ୍ରାଣ ୨.ଜଗତେ ପ୍ରଭୁ ତୁମ ପ୍ରେମ ମହାନ ଜୀବନ ଦେଇ ପାପ କଲ ମଚନ ତୁମରି ଆତ୍ମା କର ପ୍ରଦାନ ପ୍ରସନ୍ନ ହେଲେ ଦିଅ ଦରଶନ-୨ ଥର ହ ............. ପ୍ରେମିକ ଈଶ୍ବର ପ୍ରେମ କଲ ଦାନ-୨ଥର ଉଦ୍ଧାରିଲ ଏହି ଜୀବନ-୨ ଥର ଯେଉଁ ନାମେ ଅନନ୍ତ ଜୀବନ ସେହି ନାମେ ପରିତ୍ରାଣ Previous videos link 1. Tume ma parichaya studio version    • TUME MO PARICHAYA || ତୁମେ ମୋ ପରିଚୟ ||...   2. Jeu naame ananta jibana promo video    • ଯେଉଁ ନାମେ ଅନନ୍ତଜୀବନ || NEW CHRISTIAN ...   #jeunameanantajeebana #newodiachristiansong #newchristiansongs2021 #newodiachristiansongs #newodiaviralsong #newodiachristianvideo #latestodiachristiansong #aseemapandachristiansong #newodiachristiansong2021 #amitbadanayakchristiansongs #latestodiachristiansongs #odiachristiansong #odiachristiansongs2021 #newodiachristiansong #amitbadanayak #humanesagar #amitpani #abmusic #samuelnayak #bharatnayak #abmusic #bapisamal #abmusicchristiansongs #amitpanichristiansongs #humanesagarchristiansongs #skbmusicpresent #skbmusic #diptirekhapadhi #diptirekha //*ANTI-PIRACY WARNING*// This content is copyright to SKB MUSIC PRESENTS. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Comments