Русские видео

Сейчас в тренде

Иностранные видео


Скачать с ютуб ହଇରାଣ କରୁଛି ବାଲିପାଟଣା ପୋଲିସ || Woman's Despair at Balipatna Police Station || Odisha Reporter в хорошем качестве

ହଇରାଣ କରୁଛି ବାଲିପାଟଣା ପୋଲିସ || Woman's Despair at Balipatna Police Station || Odisha Reporter 2 часа назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ହଇରାଣ କରୁଛି ବାଲିପାଟଣା ପୋଲିସ || Woman's Despair at Balipatna Police Station || Odisha Reporter

27 ଦିନ ଧରି ସ୍ବାମୀ ନିଖୋଜ । ବାଲିପାଟଣା ଥାନାରେ ସ୍ତ୍ରୀ ଦେଇଛନ୍ତି ଏତଲା । ପୋଲିସ ମାମଲା ରୁଜୁ ମଧ୍ୟ କରିଛି । ହେଲେ ମହିଳାଙ୍କୁ ନ୍ୟାୟ ଦେବ ପରିବର୍ତ୍ତେ ଥାନାକୁ ଗଲେ ବ୍ୟବହାର ଖରାପ କରୁଛି । ଏଣୁ ତେଣୁ କହିବା ସହ ଥାନାକୁ ନ ଆସିବା ପାଇଁ ଧମକ ଦେଇଛି । ବାଲିପାଟଣା ଥାନାରୁ ହତାଶ ହେବା ପରେ ପୋଲିସ କମିଶନରଙ୍କ ନିକଟରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଶୁଣନ୍ତୁ ପୋଲିସ କ'ଣ କହି ବ୍ୟବହାର ଖରାପ କରୁଛି ପୀଡିତାଙ୍କ ମୁହଁରୁ ... Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #balipatnapolice #bhubaneswar #commissionratepolice #Odisha #OdishaReporter

Comments