Русские видео

Сейчас в тренде

Иностранные видео


Скачать с ютуб Kartika Mahatmya ୧ମ ଅଧ୍ୟାୟ |(ପାଠ ଓ ବ୍ୟାଖ୍ୟା) Pandit Bhajaram, Sebayata Managobinda | Sidharth Bhakti в хорошем качестве

Kartika Mahatmya ୧ମ ଅଧ୍ୟାୟ |(ପାଠ ଓ ବ୍ୟାଖ୍ୟା) Pandit Bhajaram, Sebayata Managobinda | Sidharth Bhakti 2 дня назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



Kartika Mahatmya ୧ମ ଅଧ୍ୟାୟ |(ପାଠ ଓ ବ୍ୟାଖ୍ୟା) Pandit Bhajaram, Sebayata Managobinda | Sidharth Bhakti

ବରଷକ ବାର ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠୁ ପବିତ୍ର ମାସ l ଏହି ମାସର ମାହାମ୍ନ୍ୟ ମହାନ l ଏହି ମାସର ପ୍ରତ୍ୟେକ ଦିନ ସନ୍ଧ୍ୟା ବେଳେ ତୁଳସୀ ଚଉରା ମୂଳେ ଆକାଶ ଦୀପ ଜାଳି ପିତୃ ପୁରୁଷଙ୍କୁ ସ୍ମରଣ କରାଯାଏ l ସେମାନଙ୍କ ପଥକୁ ଆଲୋକିତ କରାଯାଏ l କାର୍ତ୍ତିକ, ଧର୍ମ ଅର୍ଜନ କରିବାର ମାସ l କାର୍ତ୍ତିକ, ପୁଣ୍ୟ ଅର୍ଜନ କରିବାର ମାସ l କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ କାର୍ତ୍ତିକ ମାହାମ୍ନ୍ୟ ପଢିଲେ ଓ ଶୁଣିଲେ ସବୁ ପାପ କ୍ଷୟ ହୋଇଥାଏ l ମାସସାରା ହବିଷ୍ୟାଳି ମାନେ ସନ୍ଧ୍ୟାରେ ଏକତ୍ରିତ ହୋଇ କାର୍ତ୍ତିକ ମାହାମ୍ନ୍ୟର ଗୋଟିଏ ଗୋଟିଏ ଅଧ୍ୟାୟ ଶ୍ରବଣ କରି ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିଥାନ୍ତି l ଏହି ପୁଣ୍ୟ କାର୍ତ୍ତିକର ମହାନ ମାହାମ୍ନ୍ୟକୁ ନେଇ ଆମର ଏଇ ନିଆରା ଭେଟି କାର୍ତ୍ତିକ ମାହାମ୍ନ୍ୟ, ଯାହାକୁ ପାଠ କରୁଛନ୍ତି ଶ୍ରୀମନ୍ଦିରର ସେବକ ମାନଗୋବିନ୍ଦ ଆପଟ ଓ ତାହାର ତତ୍ତ୍ୱ,ଅର୍ଥ ଏବଂ ମାହାମ୍ନ୍ୟକୁ ସରଳ ଓ ସୁନ୍ଦର ଭାବରେ ଵୁଝାଇ କହୁଛନ୍ତି ପଣ୍ଡିତ ଭଜରାମ ଶତପଥି l --------------------------------------------------- Watch & Subscribe to our other YouTube Channels: 👉 Sidharth Bhakti :    / sidharthbhakti   👉 Sidharth Music:    / sidharthmusic   👉 Sidharth TV :    / sidharthtv   👉 Namita Agrawal :    / namitaagrawal   ----------------------------------------------------- Enjoy & stay connected with us! 👉 Like us on Facebook :   / sidharthbhaktiodia   ----------------------------------------------------- #OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal

Comments