Русские видео

Сейчас в тренде

Иностранные видео


Скачать с ютуб ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine в хорошем качестве

ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine 2 года назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



ପୋକ ମାଙ୍କଡ଼ ଓ ଷଣ୍ଢଙ୍କ ଉତ୍ପାତ ଶେଷ ଗୋମୂତ୍ର ରୁ କୀଟନାଶକ 100% ନିୟନ୍ତ୍ରଣ Organic Pesticide from Cow urine

Arabinda Sahoo KRUSHI SAMPADA ଗୋମୂତ୍ର ଆଧାରିତ କୀଟନାଶକ ଗୋ ଅର୍କ ଆବଶ୍ୟକ ସାମଗ୍ରୀ ଦେଶୀ ଗାଈ ମୂତ୍ର 4ଲିଟର ନିମ୍ବପତ୍ର 1kg ରସୁଣ 50gm ମାଟି ପତ୍ର ବା ପ୍ଲାଷ୍ଟିକ ପତ୍ର ରେ ଗାଈ ମୂତ୍ର ରେ ନିମ୍ବପତ୍ର ମିଶାଇ ଦିଅନ୍ତୁ ସକାଳ ଓ ସନ୍ଧ୍ୟା ସମୟରେ ଗୋଳାଇ ଦିଅନ୍ତୁ 7ଦିନ ପରେ 50gm ରସୁଣ ଛେଚି ମିଶାଇ ଦିଅନ୍ତୁ 10ଦିନ ପରେ ଏହାକୁ ବ୍ୟବହାର କରି ପାରିବେ lit ପ୍ରତି 50ml ମିଶାଇ ସବୁ ଫସଲରେ 6ଦିନ ଅନ୍ତରରେ ସ୍ପ୍ରେ କରନ୍ତୁ ପୋକ ମାଙ୍କଡ଼ ଓ ଷଣ୍ଢ ଫସଲ କୁ କ୍ଷତି କରିବେ ନାହିଁ THANK YOU KRUSHI SAMPADA MOB: 7008498896 sahooarabinda72@gmail. com WATCH NEXT : VARROZ or VIRTAKO    • ଧାନ ଫସଲର ପିଲ ଅବସ୍ଥାରୁ କେଣ୍ଡା ଯାଏଁ କିଏ...   All in One ସୋରିଷ ପିଡ଼ିଆ ଚା    • All in One ସୋରିଷ ପିଡ଼ିଆ ଚା   ଖରଟିଆ ଶଙ୍କର ବିହନ ଉତ୍ପାଦନ    • ଖରାଦିନିଆ ଶଙ୍କର ବିହନ ଉତ୍ପାଦନ ବିନା ଖର୍ଚ...   #krushisampada #organicpesticide # cowurine #cowurinepesticide

Comments