Русские видео

Сейчас в тренде

Иностранные видео


Скачать с ютуб ‘BJDରେ ବିଶୃଙ୍ଖଳା କରୁଛନ୍ତି ଅଶୋକ’ | Amaresh Jena targets former minister Ashok Panda | Odisha Reporter в хорошем качестве

‘BJDରେ ବିଶୃଙ୍ଖଳା କରୁଛନ୍ତି ଅଶୋକ’ | Amaresh Jena targets former minister Ashok Panda | Odisha Reporter 5 часов назад


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу страницы.
Спасибо за использование сервиса savevideohd.ru



‘BJDରେ ବିଶୃଙ୍ଖଳା କରୁଛନ୍ତି ଅଶୋକ’ | Amaresh Jena targets former minister Ashok Panda | Odisha Reporter

ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ପୁଣିଥରେ ଟାର୍ଗେଟ କଲେ ବିଜେଡି କର୍ପୋରେଟର ଅମରେଶ ଜେନା । କହିଲେ ଯେଉଁ ଲୋକର ଗୋଟିଏ ପାଦ ବିଜେପିରେ ଅଛି ଆଉ ଗୋଟେ ପାଦ ବିଜେଡିରେ ଅଛି ତାଙ୍କୁ ଆମେ ବିରୋଧ କରୁଛୁ । ଗତକାଲି ବୈଠକରେ ବିଜେପିର ଏକ ପଲାଙ୍କୁ ପୂର୍ବତନ ମନ୍ତ୍ରୀ ଆଣି ବସାଇଥିଲେ । ଅଲଗା ଦଳରୁ ଲୋକଙ୍କୁ ଆଣି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ପୂର୍ବତନ ମନ୍ତ୍ରୀ ବୋଲି ଅମରେଶ କହିଛନ୍ତି । ‘BJDରେ ବିଶୃଙ୍ଖଳା କରୁଛନ୍ତି ଅଶୋକ’ | Amaresh Jena targets former minister Ashok Panda | Odisha Reporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #amareshjena #bhubaneswar #Corporator #ashokpanda

Comments